ଉତ୍ତର ପ୍ରଦେଶ : ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରେ ଘଟିଥିବା ଆତଙ୍କି ହାମାଲାରେ ୩୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ୪୫ ଜଣ ଯବାନ ଆହତ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଶ୍ରୀନଗର ଆର୍ମି ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ୩୭ ଜଣ ଯବାନ ପ୍ରାଣ ହରାଇଥିବା ମଧ୍ୟରୁ ୟୁପିର ୧୨ ଜଣ ଯବାନ ହସିଦ ହୋଇଛନ୍ତି । ୟୁପିର ଯୋଗୀ ସରକାର ସେହି ୧୨ଜଣ ପରିବାରକୁ ୨୫ଲକ୍ଷ ଟଙ୍କା ଳେଖାଏ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏବଂ ଏହା ସହ ପରିବାରର ଜଣଙ୍କୁ ଚାକିରି ମଧ୍ୟ ଦିଆଯିବାର ଘୋଷଣା କରିଛନ୍ତି । ତା’ପରେ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଆମ ଦେଶର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ଏହାର ଉଚିତ ଯବାବ ଦିଆଯିବ । ଏହି ଆକ୍ରମଣକୁ ନିନ୍ଦା କରି ଭାରତ ସହ ବିଶ୍ୱର ଋଷିଆ, ଆମେରିକା, ଇସ୍ରାଏଲ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କା, ନେପାଳ ଭଳି ଦେଶ ଆତଙ୍କଦାବ ବିପକ୍ଷରେ ଲଢେଇ ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି ।
ଉତ୍ତର ପ୍ରଦେଶର ୧୨ସହିଦ ଯବାନଙ୍କ ଘରକୁ ମିଳିବ ୨୫ ଲକ୍ଷ ଟଙ୍କା !
- Advertisement -
Stay Connected
Comment
- Narkologicheskaya pomosh_xzOt on ଆଜିର ରାଶିଫଳ
- Narkologicheskaya pomosh_elOt on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- Narkologicheskaya pomosh_lsOt on ଆଜିର ରାଶିଫଳ
- 1xbet indir_lrsi on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- mostbet_uoma on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ

ip камера xiaomi smart ip camera http://ip-kamery-kaliningrad.ru