କେନ୍ଦୁଝର: ତେଲକୋଇ ଥାନା କରଦାଙ୍ଗି ଗାଁରେ ବଧୂହତ୍ୟା ଅଭିଯୋଗ । ମୃତ ନବବଧୂ ଝୁନୁ ମାହାନ୍ତି ହୋଇଥିବା ଜଣାପଡ଼ିଛି । ଗତକାଲି ଘରୋଇ କଳିରୁ ଝୁନୁ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଛି । ଯାହାକୁ ନେଇ ବାପଘର ଲୋକ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ତେଲକୋଇ ପୋଲିସ ଶବ ବ୍ୟବଚ୍ଛେଦ କରିବାସହ ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝର: ତେଲକୋଇ ଥାନା କରଦାଙ୍ଗି ଗାଁରେ ବଧୂହତ୍ୟା ଅଭିଯୋଗ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Kilechift on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- WilfredBum on ଆଜି ମାଟ୍ରିକ୍ ପରୀକ୍ଷାଫଳ
- Amarifeext on ଭାଗ ନଛିଡ଼ିବରୁ ପିଟା ପିଟି !
- CainBeipt on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- DennisRap on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
