କେନ୍ଦୁଝର: ତେଲକୋଇ ଥାନା କରଦାଙ୍ଗି ଗାଁରେ ବଧୂହତ୍ୟା ଅଭିଯୋଗ । ମୃତ ନବବଧୂ ଝୁନୁ ମାହାନ୍ତି ହୋଇଥିବା ଜଣାପଡ଼ିଛି । ଗତକାଲି ଘରୋଇ କଳିରୁ ଝୁନୁ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଛି । ଯାହାକୁ ନେଇ ବାପଘର ଲୋକ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ତେଲକୋଇ ପୋଲିସ ଶବ ବ୍ୟବଚ୍ଛେଦ କରିବାସହ ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝର: ତେଲକୋଇ ଥାନା କରଦାଙ୍ଗି ଗାଁରେ ବଧୂହତ୍ୟା ଅଭିଯୋଗ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_glka on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Frederick Terry on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- chicken-road_mzSi on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- mostbet_cika on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- mostbet_icka on ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା
