ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀ ବିହାର ଠାରେ ଏକ ବ୍ରାଉନ ସୁଗାର ବେପାରୀଙ୍କ ପର୍ଦାଫାସ । ଆଜି ମଧ୍ୟାନ ସମୟରେ ଲକ୍ଷ୍ମୀସାଗର ପୁଲିସ୍ ଏହି ନିଶା ବେପାରିଙ୍କୁ କାବୁ କରିଛି । ଉକ୍ତ ବେପାରି ହେଉଛନ୍ତି ଜଣେ ମହିଳା ସେଠାରେ ସେ ଅନେକ ଦିନ ଧରି ଏହି ନିଶାକାରବାର କରୁଥିଲେ, ତାଙ୍କ ନାଁ ରୁକଶାନା ବେଗମ ବୟସ ୩୪ । ପୁଲିସ୍ ତାଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ ୩୬ଗ୍ରାମର ବ୍ରାଉନ୍ ସୁଗାର ୨ଟି ମୋବାଇଲ ଓ ନଗତ କ୍ୟାସ ୪୧,୨୫୦ ଟଙ୍କା ଜବତ ହୋଇଛି ।
ରାଜଧାନୀରେ ବ୍ରାଉନ ସୁଗାର ଜବତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
