ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ଟ୍ରାଇର ନୂଆ ନିୟମ ଲାଗୁ ହୋଇଛି । ଟେଲିକମ୍ ନିୟନ୍ତ୍ରଣ ସଂସ୍ଥା ନିୟମ ଅନୁଯାୟୀ ଉପଭକ୍ତାମାନେ ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ । ଯେଉଁ ଚ୍ୟାନେଲ ଦେଖିବେ ସେଇ ଚ୍ୟାନେଲ ପାଇଁ ଧାର୍ଯ୍ୟ ହୋଇଥିବା ପଇସା ଦେବେ । ଉପଭେକ୍ତାମାନେ ମାସିକ ୧୫୩ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ଶହେଟି ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ । ଏହାସହ ଅଧିକ ୨୦ଟଙ୍କା ଦେଲେ ଆଉ ୨୫ଟି ଫ୍ରିଟୁ ଚ୍ୟାନେଲ ଦେଖିବେ । ତେବେ ପ୍ରତି ଚ୍ୟାନେଲ ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି ।
ଆଜି ଠାରୁ ଦେଶରେ ଟ୍ରାଇର ନୂଆ ନିୟମ ଲାଗୁ ହୋଇଛି !
Leave a Comment
Leave a Comment
- Advertisement -
Stay Connected
Comment
- AngelSmutt on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- JustinFrace on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- mostbet_elEl on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- mostbet_ltmi on ଧଳା ଜହର ମାୟାରେ ଟ୍ୱିନ୍ ସିଟି
- mostbet_aomi on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!
