ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଏକ ସରରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଫୋନରେ ଦେଲେ ତଲାକ । ସୂଚନା ମୁତାବକ ମହିଳା ଜଣକ ତାଙ୍କ ବାପ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ୧୦ ମିନିଟ ବିଳମ୍ବ ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ତଲାକ ଦେଇଛନ୍ତି । ସ୍ୱାମୀ ଅଫରାଜ ନୟାଗାଁଓ ଅଂଚଳର ଅଲିପୁରରେ ଏକ ପ୍ରାଇଭେଟ ଚାକିରୀ କରନ୍ତି । ସ୍ତ୍ରୀ ଶଂବୁଲ ବେଗମ ତାଙ୍କ ଅସୁସ୍ଥ ଜୋଜମାଙ୍କୁ ଦେଖିବାକୁ ଯାଇଥିଲେ । ସେଠାରେ ରହିବାକୁ ତାଙ୍କ ସ୍ୱାମୀ ଧା ଘଣ୍ଟା କହିଥିଲେ । କିନ୍ତୁ ମହିଳା ସେଠାରୁ ୧୦ମିନିଟ୍ ବିଳମ୍ବରୁ ହେବାରୁ ଅଫରାଜ ତାଙ୍କ ଭାଇଙ୍କୁ ଶଂବୁଲ ବେଗମଙ୍କ ନିକଟକୁ ପଠାଇଥିଲେ ଏବଂ ଫୋନରେ କଥା କରାଇଥିଲେ । ସେଠାରେ କଥା ହେବା ସମୟରେ ହିଁ ତିନି ତଲାକ୍ ଦେିଥିଲେ । ତେବେ ଶଂବୁଲଙ୍କ ପରିବାର ଲୋକ ଯୌତୁକ ନିର୍ଯାତନର ଅଭିଯୋଗ ଆଣିଛନ୍ତି । ପୁଲିସ୍ ଏହି ମାମଲାକୁ ରୁଜୁ କରି ଘଟଣାର ତଦନ୍ତ କରୁଛି ।
୧୦ ମିନିଟ୍ ବିଳମ୍ବ ଯୋଗୁ ସ୍ୱାମୀ ଦେଲେ ତଲାକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Anthonyitems on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- SamuelShemn on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
- AidenSterb on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Larryageft on ମୁଖ୍ୟମନ୍ତ୍ରୀ ଦେଖାଇଲେ ମାନବିକତା । ନିଜ ଗାଡି ପଛରେ ଦିବ୍ୟାଙ୍ଗ ଦୌଡୁଥିବାର ଦେଖି ଅଟକି ଗଲେ ନବୀନ,ତୁରନ୍ତ ସମସ୍ୟାର ସମାଧାନ ଲାଗି
- Alfredtub on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
