ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଏକ ସରରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଫୋନରେ ଦେଲେ ତଲାକ । ସୂଚନା ମୁତାବକ ମହିଳା ଜଣକ ତାଙ୍କ ବାପ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ୧୦ ମିନିଟ ବିଳମ୍ବ ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ତଲାକ ଦେଇଛନ୍ତି । ସ୍ୱାମୀ ଅଫରାଜ ନୟାଗାଁଓ ଅଂଚଳର ଅଲିପୁରରେ ଏକ ପ୍ରାଇଭେଟ ଚାକିରୀ କରନ୍ତି । ସ୍ତ୍ରୀ ଶଂବୁଲ ବେଗମ ତାଙ୍କ ଅସୁସ୍ଥ ଜୋଜମାଙ୍କୁ ଦେଖିବାକୁ ଯାଇଥିଲେ । ସେଠାରେ ରହିବାକୁ ତାଙ୍କ ସ୍ୱାମୀ ଧା ଘଣ୍ଟା କହିଥିଲେ । କିନ୍ତୁ ମହିଳା ସେଠାରୁ ୧୦ମିନିଟ୍ ବିଳମ୍ବରୁ ହେବାରୁ ଅଫରାଜ ତାଙ୍କ ଭାଇଙ୍କୁ ଶଂବୁଲ ବେଗମଙ୍କ ନିକଟକୁ ପଠାଇଥିଲେ ଏବଂ ଫୋନରେ କଥା କରାଇଥିଲେ । ସେଠାରେ କଥା ହେବା ସମୟରେ ହିଁ ତିନି ତଲାକ୍ ଦେିଥିଲେ । ତେବେ ଶଂବୁଲଙ୍କ ପରିବାର ଲୋକ ଯୌତୁକ ନିର୍ଯାତନର ଅଭିଯୋଗ ଆଣିଛନ୍ତି । ପୁଲିସ୍ ଏହି ମାମଲାକୁ ରୁଜୁ କରି ଘଟଣାର ତଦନ୍ତ କରୁଛି ।
୧୦ ମିନିଟ୍ ବିଳମ୍ବ ଯୋଗୁ ସ୍ୱାମୀ ଦେଲେ ତଲାକ !
Leave a Comment
Leave a Comment
- Advertisement -
Stay Connected
Comment
- ArnoldPlame on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- Egancow on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- 1win_vzmi on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- Connerbup on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Emilioignow on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
