ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା । ରଥ ସହ ପଥ ବି ପ୍ରସ୍ତୁତ ହୋଇସାରିଛି । ଅପେକ୍ଷା ତ ଆଉ କିଛି ସମୟର । ରତ୍ନବେଦୀ ରୁ ଜନ୍ମବେଦୀକୁ ରଥରେ ଗଡିଯିବେ ଚତୁର୍ଦ୍ଧା ମୂର୍ତ୍ତି । ଭାବ ବୁଝିବାକୁ ବଡଦାଣ୍ଡକୁ ଆସିବେ ବଡ ଠାକୁର, ଆଉ ଭକ୍ତଙ୍କ ଛଳଛଳ ଆଖିରୁ ବୁଝିନେବେ ଭକ୍ତଙ୍କ ଦୁଃଖ । ମା’ ଲକ୍ଷ୍ମୀଙ୍କୁ ଛାଡ଼ି ବଡ ଭାଇ ବଳଭଦ୍ର ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ବାହାରି ଯିବେ ମାଉସି ଘରକୁ । ଏଥିପାଇଁ ସମସ୍ତେ ଏବେ ପ୍ରସ୍ତୁତ । ସଙ୍ଖ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର ଆଉ କର୍ପୁର, ଚନ୍ଦନ ବାସ୍ନାରେ ମହକି ଉଠିବ ବଡ଼ଦାଣ୍ଡ ।
ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଭକ୍ତଙ୍କ ମେଳକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ ।
ପହଣ୍ଡିରେ ଆସିବେ ଚତୁର୍ଦ୍ଧା ମୂର୍ତ୍ତି ଆଉ ସବୁ ନୀତି କାନ୍ତି ପରେ ଆରମ୍ଭ ହେବ ରଥଟଣା । ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ୯ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଛାଡ଼ିବେ । ରୋଷ କରିବେ ମାଆ ଲକ୍ଷ୍ମୀ ଏମିତି ସବୁ ମାନବୀୟ ଲିଳାରେ ସମ୍ପର୍ଣ୍ଣ ହେବ ରଥଯାତ୍ରା । ଆଉ ଏସବୁ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳ ଚଞ୍ଚଳ ।
ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା । ରଥଯାତ୍ରା ଉପଲକ୍ଷେ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ସମସ୍ତେ ଅନେଇ ରହିଛନ୍ତି କେତେବେଳେ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ ଓ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବାର ସମୟ ଆସିବ ।
ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
13 Comments
13 Comments

rent a coworking space coworking office
ремонт пожарной сигнализации услуги установки пожарной сигнализации
Посмотреть на сайте: https://avantum-remont.ru
Подробности внутри: https://tekstum.ru
Закажите персональную экскурсию экскурсии по Калининградской области гиды и частный гид покажет область с индивидуальным подходом.
шкаф на заказ от производителя шкаф купить
онлайн сериал сезон сверхъестественное онлайн хорошего качества
поликлиника стоматология качественная стоматология
свадебное агентство москва организация свадьбы ключ
новые промокоды пятерочка промокод пятерочка от 1500
Everything for Minecraft topminecraftworldseeds com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.