ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାଇ ଗୋପାଳପୁର ପଞ୍ଚାୟତ ଯାଇକାସ୍ତା ଗ୍ରାମର କ୍ଷେତ୍ର ମୋହନ ଦଳେଇଙ୍କ ପୁତ୍ର ଉପେନ୍ଦ୍ର ଗୋଟିଏ ମଟର ସାିକେଲ କିଣି ଦେବା କହି, ତାଳ କୁରାୁଣିଆ ଗ୍ରାମର ର୍ପଶୁରାମ ବେହେରାଙ୍କ ସ୍ତ୍ରୀ ସୁକାନ୍ତି ବେହେରାଙ୍କ ଠାରୁ ୩୦ହଜାର ଟଙ୍କା ନେଇଥିଲେ । କିନ୍ତୁ ଗାଡ଼ି ଦେବାତ ଦୂରର କଥା ଉପେନ୍ଦ୍ର ସୁକାନ୍ତିଙ୍କୁ ଦିର୍ଘଦିନ ଧରିଟଭ୍କା ଫେରାଉ ନଥିଲେ । କିନ୍ତୁ ଆଜି ଅପରାହ୍ନରେ ହଠାତ୍ ସୁକାନ୍ତି ପରଶୁରାଙ୍କୁ ଦେଖି ଦେବାରୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଗୋଡାଇ ଗୋଡାଇ ବିଧା ଚାପୁଡା ମାରିଥିଲେ । ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଥିଲେ ମଧ୍ୟ କେହି ତାଙ୍କୁ ଅଟକାଇ ନଥିଲେ । ତେବେ ଏହି ଗଟଣାର ଖବର ସ୍ଥାନୀୟ ପୁଲିସ୍ ଖବରା ପାଇ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ !
- Advertisement -
Stay Connected
Comment
- Georgetop on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- Georgetop on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- Rogerdix on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- 1win_ucSi on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- Comparador Cuotas De Apuestas on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ

приложение для ip камеры уличная ip wi fi камера видеонаблюдения
комплект удаленного видеонаблюдения комплект камер видеонаблюдения для улицы
Все подробности по ссылке: https://tekstum.ru