ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଦଙ୍ଗଲଗଢିଆ ସାହିରେ ଗତକାଲି ବିଳମ୍ବିତ ରାତିରେ ଚୋର ଚୋରି କରିବାକୁ ଯାଇ ଧରାପଡିଲା ଗ୍ରାମବାସୀଙ୍କ ହାତରେ । ତେବେ ଗ୍ରମାବାସୀମାନେ ମାଡ଼ ମରିବା ସହିତ ଚୋରକୁ ବାନ୍ଧି ପକାଇଥିଲେ । ଏହି ଘଟଣାର ସୂଚନା ପୁଲିସ୍ ପାଇବା ମାତ୍ରେ ସେଠାରେ ପହଞ୍ଚି ଚୋରକୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରିଥିଲା । ତା’ପରେ ତାକୁ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ରାତିଅଧିଆ ଚୋରି କରି ଧରାପଡିଲା; ନିର୍ଦ୍ଧୁମ ଛେଚିଲେ ବାନ୍ଧିପକାଇଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- chicken-road_rmet on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
- Rexanymn on ଚୋରା ସାଜିଥିଲା କୋଟିପତି
- JonathanSoink on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- KareemDulky on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- chicken-road_bbMn on ହୃଦରୋଗର ସରଳ ଉପଚାର
