ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରେ ଦେଖାଦେଇଛି ହାତୀ ଆତଙ୍କ । ତେବେ ଆଜି ସକାଳୁ ଭେଇମୁଣ୍ଡାରେ ଏପରି ଆତଙ୍କ ଦେଖାଦେଇଛି । ସୂଚନା ଅନୁଯାୟୀ ଭାରତୀ ଖଡିଆ ନାମକ ଜଣେ ମହିଳା ସକାଳୁ ଏକ ହାତୀ ହାବୁଡରେ ପଡିଯାଇଥିଲେ । ସେହିଠାରେ ହିଁ ତାଙ୍କୁ ହାତୀ ଦଳିଦେଇଥିଲା ।
ଏନେଇ ବନବିଭାଘ ତାର ମତ ରଖି କହିଛି ଯେ ଆଜି ଭୋରୁ ଗାଁ ଭିତରକୁ ଏକ ହାତୀ ପଶିଆସିଥିଲା । ତେବେ ବନବିଭାଗ ଓ ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି ।
ତେଜିଲା ହାତୀ ପାଦୁର୍ଭାବ , ଗଜରାଜ ନେଲା ଆଉ ଏକ ଜୀବନ ।
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.