ନୂଆଦିଲ୍ଲୀ : ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ତିନି ତଲାକ୍ ବିଲ୍ ସମେତ ଅନ୍ୟ କେତେକ ବିଲ୍ ପାସ୍ ପାଇଁ ସରକାର ବିରୋଧୀ ଦଳଙ୍କ ସହଯୋଗ ଲୋଡିଛନ୍ତି। ଲୋକ ସଭାରେ ଏନ୍ଡିଏ ପାଖରେ ୫୪୫ରୁ ୩୫୩ ସଦସ୍ୟ ରହିଛନ୍ତି। ତେବେ ରାଜ୍ୟ ସଭାରେ ୨୪୫ ସଦସ୍ୟଙ୍କ ମଧ୍ୟରୁ ଏନ୍ଡିଏ ପାଖରେ ୧୦୨ ସଦସ୍ୟ ରହିଛନ୍ତି। ଲୋକ ସଭାରେ ଯେ କୌଣସି ବିଲ୍ ପାସ୍ କ୍ଷେତ୍ରରେ ଏନ୍ଡିଏ ସରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ତେବେ ରାଜ୍ୟ ସଭାରେ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଥିବା କୁହାଯାଉଛି।
ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_dqSt on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- 1win_gdkn on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- mostbet_inmi on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- mostbet_qvmi on ଖାଇବା ପରେ କାହିଁକି ଖାଆନ୍ତି ମିଠା
- luxury car rental miami_jckl on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
