ରାଜ୍ୟ

Latest ରାଜ୍ୟ News

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ନୂଆଦିଲ୍ଲୀ/ଭୁବନେଶ୍ଵର: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Odisha Hot News

ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ସଦର ଥାନା ଅନ୍ତର୍ଗତ…

Odisha Hot News

କର୍ତ୍ତବ୍ୟ ନିର୍ବାହ ସମୟରେ ସତର୍କତା ପାଇଁ ପୁରସ୍କୃତ ହେଲେ ଲୋକୋ ପାଇଲଟ

ଭୁବନେଶ୍ଵର: ରାୟପୁର ରେଳ ମଣ୍ଡଳର ପଣ୍ୟବାହୀ ଟ୍ରେନ୍ ଲୋକୋ ପାଇଲଟ୍ ସନ୍ଦୀପ ପାଟିଲ୍ ଏବଂ ସହ-ଲୋକୋ-ପାଇଲଟ୍…

Odisha Hot News

କାର୍ଯ୍ୟଦକ୍ଷତା ବୃଦ୍ଧି କରେଇବା ପାଇଁ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଅନେକ ପ୍ରମୁଖ ରେଳ ସେକ୍ସନରେ 2X25…

Odisha Hot News

ବିଦ୍ୟୁତ୍ ଆଘାତରେ କାଠ ମିସ୍ତ୍ରୀର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗାଁ ଥାନ ଅନ୍ତର୍ଗତ ଦିଗାପଡା ଗ୍ରାମର ସନ୍ତୋଷ…

Odisha Hot News

ଛତୁଆ ବଦଳରେ ମାଣ୍ଡିଆ ଓ ବାଜରାକୁ ସାମିଲ କରିବା ପାଇଁ ସରକାରଙ୍କ ଯୋଜନା ରହିଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମାଣ୍ଡିଆ ଅତି ପ୍ରାଚୀନ ଖାଦ୍ୟ। ପୂର୍ବରୁ ଘରେ ଘରେ ମାଣ୍ଡିଆରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ…

Odisha Hot News

ଗଣତାନ୍ତ୍ରିକ ଉପାୟରେ ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ହେବ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ଵର: ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର…

Odisha Hot News

ବିକାଶ ଏବଂ ଐତିହ୍ୟ ସହିତ ଏକତ୍ର ଆଗକୁ ବଢ଼ିବାକୁ ଆମେ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଦେଶବାସୀଙ୍କୁ ଇଗାସ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ବିକାଶ…

Odisha Hot News

ରାଜନୈତିକ ପଶାପାଲିରେ ବେଦାନ୍ତର ମନମୁଖୀ ପାଉଁଶ ପରିଚାଳନା, ରାଜସ୍ବ ମନ୍ତ୍ରୀଙ୍କୁ ଘେରିଲା ବିଜେଡି

ଭୁବନେଶ୍ବର: ଦିନକୁ ଦିନ ବେଦାନ୍ତ କଂପାନୀ ବିଭିନ୍ନ ବିବାଦରେ ଛନ୍ଦି ହେବାରେ ଲାଗିଛି। ବର୍ତ୍ତମାନ ବେଦାନ୍ତ…

Odisha Hot News

କେନ୍ଦୁଝରରେ ଆରମ୍ଭ ହେଲା ବାଇକ ପିସିଆର ସେବା 

ଭୁବନେଶ୍ଵର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ଅପରାଧ ବଢୁଥିବା ବେଳେ ଅପରାଧୀ ମଧ୍ୟ ଚାଲାକ ହୋଇପଡିଛନ୍ତି।…

Odisha Hot News