ଭୁବନେଶ୍ବର : ‘ମୋ ଝିଆରୀକୁ ୪ମାସ ତଳେ ହଷ୍ଟେଲରୁ ବିଦା କରିଦେଲେ। ନିଶା ସେବନ କରୁଛି ବୋଲି ଦୋଷ ଲଦିଲେ। ତା’ପରଠୁ ଝିଅ ଆମର ଭାଙ୍ଗି ପଡ଼ିଲା। ସବୁବେଳେ ଫୋନ୍ କରି କାନ୍ଦୁଥିଲା। କଲେଜ ଯିବାକୁ ଲାଜ ଲାଗୁଛି ବୋଲି କହୁଥିଲା। ଏ କଲେଜ କର୍ତ୍ତୃପକ୍ଷଙ୍କ ଯୋଗୁଁ ହିଁ ମୋ ଝିଅର ଜୀବନ ଯାଇଛି। ନହେଲେ ସେ ମାନସିକ ସ୍ତରରେ ବେଶ୍ ଦୃଢ଼ ଥିଲା।’ ଇନଫୋସିଟି ଥାନା ଅଧୀନ ସିଲିକନ୍ କଲେଜର ଇଞ୍ଜିନିୟରିଂ ଛାତ୍ରୀ ଝୁମା ଦେବନାଥଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ପିଉସୀ ସୁଧା ମଣ୍ଡଳ ଆଜି କଲେଜ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି। ପ୍ରେମିକର ହରକତ ଯୋଗୁଁ ଝୁମା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବାବେଳେ ଆଜି ତାଙ୍କ ପରିବାର ଲୋକଙ୍କ ଏମିତି ଅଭିଯୋଗ ଘଟଣାର ମୋଡ଼ ବଦଳାଇ ଦେଇଛି।
ଝୁମାଙ୍କ ପରିବାର ଲୋକ ଆଜି ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ଝୁମା ପଢ଼ୁଥିବା ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ସେପଟେ ଝୁମାଙ୍କ ପୁରୁଷବନ୍ଧୁ ରାହୁଲ ରଞ୍ଜନ ପୋଲିସଙ୍କୁ କହିଛନ୍ତି ଯେ ‘ଆମ ଭିତରେ ସେମିତି କେବେ ବି ବଡ଼ ଝଗଡ଼ା ହୋଇନି। ଝୁମା ମୋର ଭଲ ସାଙ୍ଗ ଥିଲା। ପୂରା ଷ୍ଟ୍ରଙ୍ଗ୍ ଥିଲା। ମନୋମାଳିନ୍ୟ ପାଇଁ ସେ ଏମିତି କେବେ ବି କରିବନି।’
ପୋଲିସ୍ ଆଜି ଝୁମା ରହୁଥିବା ରୁମରୁ ଏକ ଲାପଟପ୍,ଡାଏରୀ,ଚିଠିରେ ଲେଖାଥିବା ଗୀତ ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଛି। ଏଥିରୁ ଘଟଣା ସମ୍ପର୍କରେ କିଛି ନୂଆ ତଥ୍ୟ ମିଳିବ ବୋଲି ଆଶା ରଖିଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ କଲେଜ କର୍ତ୍ତୃପକ୍ଷଙ୍କୁ ଜେରା ପାଇଁ ଡକାଯିବ ବୋଲି ପୋଲିସ୍ କହିଛି।
ସୂଚନାଯୋଗ୍ୟ ଗତକାଲି ମଧ୍ୟାହ୍ନରେ ଝୁମା ରହୁଥିବା ହଷ୍ଟେଲ୍ ରୁମରେ ଆତ୍ମହତ୍ୟା କରିଥିଲେ। ପୁରୁଷ ବନ୍ଧୁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲା।

Dreama walker sexy picsBig black dick vidsGoose dildoFeeding adult with breastApple bottoms baby phat2000 adultVintage
vanitysFree intenet porno xnxx Size his penisContact amateur libertinFacial funFree porn tubezIndian whores havin sexGirls tasting cumSexy girlfreindsYoung african girls
nude pornShe’s sleeping adult game13 erotic ghosts video
https://xnxxindo.cc/ Virgin airways security rulesStrapless
his and hers dildoLesbian pool tableTyra banks sexy picsCharlize theron fuckedMarey carey nakedSwim nakedSex in leg castCream on boob videoFree sex doggie style xnxx Differences and similarities in asian peopleYoung
teens nude thumbsKat house productions nudeAdult
swim downloadBiometrics face recognitionface
detection face recognition technology biometric facial recognitionI want lick you from your head to your toeBdsm fucking movieWere to buy female condomBusty 3wayVideos autistic teensAnything
else sex videoDenmark aid bottom freezer kitchen refrigeratorBbw latin assGirlfriend hand jobsHennepin county adult detentionFree teen gay hd
video