କାମାକ୍ଷାନଗର: ପୁଣି ହାତୀ ଆକ୍ରମଣରେ ଜଣେ ମୃତ । ଏଭଳି ଘଟଣା ଘଟଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ । ମୃତକ ହେଲେ ନିରୋପମା ବିଶ୍ୱାଳ । ସୂଚନା ମୁତାବକ ଆଜି ସକାଳେ ନିରୋପମା ମର୍ଣ୍ଣିଂ ୱାକ୍ ଯାଇଥିଲେ । ବାଟରେ ହାତୀ ହାବୁଡରେ ପଢିଯାଇଥିଲେ । ଯାହା ଫଳରେ ହାରୀ ଆକ୍ରମଣ କରିଥିଲା । ସେଠାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାକୁ ନେଇ ସ୍ତାନୀୟ ଅଞ୍ଚଳରେ ଉତଜେନା ପ୍ରକାଶ ପାଇବାସହ ଭାଲୁମୁଣ୍ଡା ଛକରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିବା ଜଣାଯାଉଛି । ଅନ୍ୟପଟେ ସ୍ତାନୀୟ ଲୋକେ ଅଭିଯୋଗ କରିଛନ୍ତି ଦନ୍ତା ହାତୀ ଗୋଠ ହୋଇ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଛନ୍ତି ।
ପୁଣି ମାରିଦେଲା ହାତୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_zmsn on ଆଜି ମାଟ୍ରିକ୍ ପରୀକ୍ଷାଫଳ
- 1win_egsn on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- 1xbet app_hlkr on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- mostbet_tvmr on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
- mostbet_nmOl on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
