ଜାତିସଂଘ : ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି। ଏହି ଆସନ ଲାଗି ସଦସ୍ୟତା ଅବଧି ୨ ବର୍ଷ। ଆସନ୍ତାବର୍ଷ ଜୁନ୍ରେ ୫ଟି ଅସ୍ଥାୟୀ ସଦସ୍ୟତା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପ୍ରାର୍ଥତ୍ତ୍ୱକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀର ସମସ୍ତ ୫୫ ସଦସ୍ୟ ସର୍ବସମ୍ମତିକ୍ରମେ ସମର୍ଥନ ଜଣାଇଥିବାରୁ ଭାରତ ପକ୍ଷରୁ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିତ୍ବା ରାଷ୍ଟ୍ରଦୂତ ସୟେଦ ଆକବରୁଦ୍ଦିନ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ସମର୍ଥନକାରୀ ଦେଶ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏଟ୍, କିର୍ଗିଜସ୍ତାନ, ମାଲେସିଆ, ମାଳଦ୍ୱୀପ, ମ୍ୟାନ୍ମାର, ନେପାଳ, କାତାର, ସୌଦି ଆରବ, ଶ୍ରୀଲଙ୍କା, ସିରିଆ, ତୁର୍କୀ, ୟୁଏଇ ଏବଂ ଭିଏତ୍ନାମ। ୧୯୩ ସଦସ୍ୟବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦ ପ୍ରତିବର୍ଷ ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ କରିଥାଏ। ସୁରକ୍ଷା ପରିଷଦରେ ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଓ ବ୍ରିଟେନ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ୧୦ ଅସ୍ଥାୟୀ ଆସନକୁ ଆଞ୍ଚଳିକ ଭିତ୍ତିରେ ଆଫ୍ରିକା ଓ ଏସିଆକୁ ୫ଟି, ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡିକୁ ଗୋଟିଏ, ଦକ୍ଷିଣ ଆମେରିକା ଏବଂ କାରିବିୟାନ ରାଷ୍ଟ୍ରଗୁଡିକୁ ୨ଟି ଏବଂ ପଶ୍ଚିମ ୟୁରୋପ ଓ ଅନ୍ୟ ରାଷ୍ଟ୍ରଗୁଡିକୁ ୨ ଆସନ ବାଣ୍ଟିଦିଆଯାଇଛି। ପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଏବଂ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦକୁ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥିଲା।
ଭାରତ ସପକ୍ଷରେ ୫୫ ରାଷ୍ଟ୍ର
- Advertisement -
Stay Connected
Comment
- 1xbet_ckmn on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- 1xbet_rsmn on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- 1xbet_fwmn on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- 1xbet_pkmn on ଭାଗ ନଛିଡ଼ିବରୁ ପିଟା ପିଟି !
- 1xbet_xcmn on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.