ନୂଆଦିଲ୍ଲୀ : ଏମ୍ପିମାନଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ୨ ବର୍ଷ ପାଇଁ ସ୍ଥଗିତ ରଖି ସେହି ଅର୍ଥକୁ କରୋନା ମହାମାରୀ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରାଯିବ। ଏଭଳି ନିଷ୍ପତ୍ତି ନିଆଯିବା ପରେ ଏବେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଅଫିସ୍ ସହାୟକ (ପିଅନ)ଙ୍କ ପର୍ଯ୍ୟନ୍ତ ଦିଆଯାଉଥିବା ପେନ୍ସନକୁ ସରକାର ୩୦% ହ୍ରାସ କରିପାରନ୍ତି। ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ଏଭଳି ଗୁରୁତର ଚିନ୍ତାଧାରା ରହିଥିବା ଜଣାପଡ଼ିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତା’ହେଲେ ପୂର୍ବତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଏବଂ ବର୍ତ୍ତମାନର ଓ ପୂର୍ବତନ ଏମ୍ପିମାନେ ଏଥିରେ ଅନ୍ତର୍ଭୁକ୍ତ ହେବେ। ନିୟମିତ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ପେନ୍ସନ ହ୍ରାସ ହେବ। ସେହିପରି ୮୦ବର୍ଷରୁ ଊର୍ଦ୍ଧ୍ୱ ପୂର୍ବତନ କର୍ମଚାରୀଙ୍କ ପେନ୍ସନ କାଟିବାକୁ ଚିନ୍ତା କରାଯାଉଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।
୩୦% ପେନ୍ସନ ହ୍ରାସ କରିପାରନ୍ତି ସରକାର
- Advertisement -
Stay Connected
Comment
- vardenafil and sildenafil on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- Brentondeala on ଆଜିର ରାଶିଫଳ
- MichaelNeozy on ଆଜିର ରାଶିଫଳ
- Donaldestip on ଆଜିର ରାଶିଫଳ
- CharlesBam on ଆଜିର ରାଶିଫଳ

Индивидуальные поездки с гидом экскурсии из янтарного Калининградской области откроют лучшие места области в комфортном формате путешествия.