ନୂଆଦିଲ୍ଲୀ : ଜୈସ ଏ ମହମ୍ମଦ୍ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ୍ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା , ବ୍ରିଟେନ୍ ଓ ଫ୍ରାନ୍ସ ପୁଣିଥରେ ସଂଯୁକ୍ତ ସୁରକ୍ଷା ପରିଷଦକୁ ନୂଆ ପ୍ରସ୍ତାବ ଦେଇଛନ୍ତି। ଏଥିରେ ପାକିସ୍ତାନୀ ଆତଙ୍କବାଦୀ ମାସୁଦ୍ ଆଝାରକୁ ବିଶ୍ୱରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ପ୍ରସ୍ତାବକୁ ୧୫ ଜଣିଆ ସୁରକ୍ଷା ପରିଷଦରେ ଦାଖଲ କରାଯାଇଛି। ଏହା ଜାତିସଂଘେରେ ଅନୁମୋଦିତ ହେଲେ ଅଝହରଙ୍କ ସମ୍ପତ୍ତି ବ୍ୟାର୍ଜାପ୍ତି କରାଯିବ। ଏହାଦ୍ୱାରା ପାକିସ୍ତାନର ଆତଙ୍କବାଦୀଙ୍କୁ ପ୍ରଶୟ ଦେବା କାର୍ଯ୍ୟରେ ଅଙ୍କୁଶ ଲାଗିବାର ସମ୍ଭାବନା ରହିବ ବୋଲି କୁହାଯାଉଛି।
ମାସୁଦ୍ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଲେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_hsma on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- pinup_hxPl on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- mostbet_ubEr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_izOa on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_rrot on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା
