ଭୁବନେଶ୍ୱର: ଆଜିକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଭାଷଣ ଢାଞ୍ଚା ବଦଳାଇ ଦେଲେଣି । ପୂର୍ବରୁ ସମବେତ ଜନତାଙ୍କୁ କେବଳ ଦୁଇଧାଡ଼ି ଭାଷଣ ଶୁଣାଉଥିବା ବେଳେ ବର୍ତ୍ତମାନ କିନ୍ତୁ ତାଙ୍କର ଭାଷଣ ଶୈଳୀ ବଦଳି ଯାଇଛି । ଯେଉଁ ସମାବେଶକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି – ଆପଣମାନେ ଖୁସି ତ, ମୁଁ ଖୁସି । ମୁଖ୍ୟମନ୍ତ୍ରୀଙ୍କ ଏଭଳି କଥା ଶୁଣି ଶ୍ରୋତାମାନେ ଖୁସି ମନାଉଛନ୍ତି । କେବଳ କଥାରେ ନୁହେଁ କାର୍ଯ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ପ୍ରଣୟନ କରି ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିବାକୁ ପଛାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଖୁସି ମନାଇବା ପଛରେ ରହିଛି ଆଗାମୀ ସାଧାରଣ ନିର୍ବାଚନ । ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ରହିବା ପରେ ପୁଣି ନିର୍ବାଚନକୁ ସାମ୍ନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ଯଦି ୨୦୧୯ନିର୍ବାଚନରେ କ୍ଷମତାସୀନ ହେବ ତା ହେଲେ ନବୀନ ପଟ୍ଟନାୟକ ଏକାଦିକ୍ରମେ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିବେ । ରାଜ୍ୟରେ ନୁହେଁ ଜାତୀୟସ୍ତରରେ ମଧ୍ୟ ନବୀନ ରେକର୍ଡ ସୃଷ୍ଟି କରିବେ । ବିଭିନ୍ନ ରାଜ୍ୟରେ ଏକାଦିକ୍ରମେ ୫ଥର ବିଜୟଲାଭ କରି ଆଗକୁ ମୁଖ୍ୟମନ୍ତ୍ରୀ ରହିବା ପ୍ରାୟ କେହି ନ ଥିବେ କହିଲେ ଅତ୍ୟୁକ୍ତି ହେବ ନାହିଁ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡକୁ ଅତିକ୍ରମ କରିବେ ନବୀନ । ସେହି ଲକ୍ଷ୍ୟରେ ନବୀନ ସଚିବାଳୟରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିବାକୁ ଉଦ୍ୟମରତ । ସାଧାରଣ ନିର୍ବାଚନକୁ ସାଧାରଣତଃ ସରକାରୀ କର୍ମଚାରୀମାନେ ପ୍ରଭାବିତ କରିଥାନ୍ତି । କିନ୍ତୁ ନବୀନ ସରକାରୀ କର୍ମଚାରୀଙ୍କୁ ଖୁସି ରଖିବାରେ ପଛାଇ ନାହାନ୍ତି । ଏପରିକି ଗ୍ରାମାଞ୍ଚଳର ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଠିକା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯଥାସମ୍ଭବ ଖୁସିରେ ରଖିବାକୁ ଉଦ୍ୟମ କରିଛନ୍ତି । ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କୁ ପଦୋନ୍ନତି ଦେବା ସହ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । ସେହିଭଳି ଗର୍ଭସ୍ଥ ଶିଶୁଙ୍କ ଠାରୁ ଶ୍ମଶାନ ପର୍ଯ୍ୟନ୍ତ ଯୋଜନା କରି ନବୀନ ଢେର୍ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନର କୃଷକଙ୍କ ସମସ୍ୟା ସମ୍ପର୍କରେ ନିର୍ବାଚନ ପୂର୍ବରୁ ନବୀନ ଯେଉଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି ତାହା ଗ୍ରାମାଞ୍ଚଳରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏଭଳି ଦେଖିବାକୁ ଗଲେ ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କୁ ଖୁସି ରଖିବାକୁ ନବୀନ ଏବେ ବି ଉଦ୍ୟମରତ । ଅବଶ୍ୟ ରାଜ୍ୟର ଋଣଭାର ବୃଦ୍ଧି ପାଉଥିବାବେଳେ ଯୋଜନା ମଧ୍ୟ ବଢ଼ିବଢ଼ି ଚାଲିଛି । ନବୀନଙ୍କୁ ଟକ୍କର ଦେବାପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏକରକମ ଅଡୁଆ ପରିସ୍ଥିତିରେ ପଡିଛି । ନବୀନଙ୍କ ବିଭିନ୍ନ ଯୋଜନାକୁ ଶାଣିତ ସ୍ୱରରେ ବିଜେପି ନେତାମାନେ ସମାଲୋଚନା କରୁଥିଲେ ମଧ୍ୟ ଏହା ଗ୍ରାମାଞ୍ଚଳ ଜନସାଧାରଣଙ୍କ ନିକଟରେ ଗ୍ରହଣୀୟ ହେଉ ନାହିଁ । କଂଗ୍ରେସ ମଧ୍ୟ ନବୀନଙ୍କ ଯୋଜନା ଭେଳିକି ଦେଖି କେବଳ ମୁହଁ ଫୁଟାଣି ମାରିବାରେ ବ୍ୟସ୍ତ ରହିଛି । କିନ୍ତୁ କମ୍ କଥା କହୁଥିବା ନବୀନ ବର୍ତ୍ତମାନ ଯେଉଁଭଳି ଢଙ୍ଗ ଓ ରଙ୍ଗରେ ନିଜର ଭାଷଣ ଆରମ୍ଭ କରୁଛନ୍ତି ସେଥିରେ ତାଙ୍କର ନିର୍ବାଚନ ଲକ୍ଷ୍ୟ ବେଶ୍ ବାରି ହୋଇ ପଡୁଛି । ଅବଶ୍ୟ ଗ୍ରାମାଞ୍ଚଳର ସାଧାରଣ ଭୋଟରଙ୍କ ନିକଟରେ ସେ ନିଜର ଭାବମୂର୍ତ୍ତିକୁ ବଜାୟ ରଖିଛନ୍ତି । ଅଦ୍ୟାବଧି କୌଣସି କଳଙ୍କର କାଳିମା ନବୀନଙ୍କ ସଫେଦ ଟ୍ରାଉଜର ପଞ୍ଜାବୀ ଉପରେ ୧୯ବର୍ଷ ମଧ୍ୟରେ ଲଗାଇବାକୁ ବିରୋଧୀ ସକ୍ଷମ ହୋଇନାହାନ୍ତି । ନବୀନଙ୍କ ଲୋ-ପ୍ରୋଫାଇଲ ଗ୍ରାମାଞ୍ଚଳର ମହିଳା ଓ ପୁରୁଷଙ୍କୁ ବେଶ୍ ଆକର୍ଷିତ କରିଛି । କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ବର୍ତ୍ତମାନ ନବୀନଙ୍କୁ କଟାକ୍ଷ କରୁଛନ୍ତି ବିରୋଧୀ । ବେବିନା ପ୍ରସଙ୍ଗ ହେଉ କି ଇତିଶ୍ରୀ ପ୍ରସଙ୍ଗ ହେଉ ସେଥିରେ ନବୀନଙ୍କୁ ଯୋଡ଼ିବାକୁ ବିରୋଧୀମାନେ ନିର୍ବାଚନ ପୂର୍ବରୁ ଜୋର୍ଦାର ଉଦ୍ୟମ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ ନବୀନଙ୍କୁ ଘେରିବା ପାଇଁ ବର୍ତ୍ତମାନ ବିଜେପି ଓ କଂଗ୍ରେସ ଯେଉଁଭଳି ଉଦ୍ୟମ ଚଳାଇଛନ୍ତି ସେଥିରେ ସେମାନେ ସଫଳ ହେବେ କି ନାହିଁ ତାହା ସମୟ କହିବ । କିନ୍ତୁ ନବୀନ ନିଜର ଚିରାଚରିତ ଢଙ୍ଗରେ ଜନସାଧାରଣଙ୍କ ନିକଟରେ ଏବେ ବି ନିର୍ମଳ ଅଛନ୍ତି । ସର୍ବୋପରି ଟଙ୍କିକିଆ ଚାଉଳରୁ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଥିବା ନବୀନ ବର୍ତ୍ତମାନ କାଳିଆ ଯୋଜନା । ଟଙ୍କିକିଆ ଚାଉଳ ପାଇଁ ଗ୍ରାମାଞ୍ଚଳରେ ଯେଭଳି ଲୋକଙ୍କ ମଧ୍ୟରେ ଏକରକମ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା ବର୍ତ୍ତମାନ ଠିକ୍ ସେହିଭଳି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗ୍ରାମାଞ୍ଚଳରେ ଏକରକମ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ସହରରୁ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସିରେ ରଖିବାକୁ ନବୀନଙ୍କ ଉଦ୍ୟମ ଏବେ ବି ଜାରି ରହିଛି ।
ଗାଁ’ରୁ ସହର ସମସ୍ତେ ଖୁସ୍
- Advertisement -

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!
British milf free galleryWhy are teen relationships intenseSelf-harm
in teensNatural moms boobBreast cancer pink ribbon penMaxx fuckAmateur hot
youngSex onder doucheBreast in see thru xnxx Kim director nudeAnorexic porn picturesAdult cool look movie20 model pic teen topSex vidios having realLove sucks contact tables for myspaceFree skinney mature
women galleriesSerious side effects of oral contraceptivesPics
xxx facial cumshot galleries https://beta.xnxxtubexxx.cc/
Gallerie sexi nudeKitchen movie sexBusty asians fuko hardcoreSexy nintendo nesAsian idlesDoctor sex young girlFree
downloadable white pornVideos of mexican teens xnxx Having sex audiosLesbian sikhDesiree star nude crazy
babeFemale celebrities nude picturesLil lexi porn videoVegas nude
night clubOutdooe boy orgyPuzzles sexual health clinic
londonMomys got a nice pussyAdult entertainment
saltillo mexicoScooby doo erosFree download xxx movie online