ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ୩,୬୦୦ରେ ପହଞ୍ଚିଛି। ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ରାଜ୍ୟରେ ସମସ୍ତ ମାମଲା ମଧ୍ୟରୁ ୭୦ ପ୍ରତିଶତଙ୍କ କ୍ଷେତ୍ରରେ ଲକ୍ଷଣ ଦେଖିବାକୁ ମିଳିନି। ଅନେକ କ୍ଷେତ୍ରରେ ମଧ୍ୟ ରୋଗୀ ଜାଣିପାରୁନାହାନ୍ତି ଯେ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ଉଦ୍ଧବ ଠାକ୍ରେ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି, ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତୁ। ପ୍ରାୟ ୭୦- ୭୫ ପ୍ରତିଶତ ରୋଗୀଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଦେଉନି। ୫୨ ପ୍ରତିଶତ ରୋଗୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ରହୁଛନ୍ତି। ଅନେକ ମଧ୍ୟ ବହୁ ବିଳମ୍ବରେକରୋନା ସଂକ୍ରମିତ ହୋଇଥିବା ଜାଣୁଛନ୍ତି। ତେଣୁ ଏଦିଗରେ ଅଧିକ ସଚେତନ ହେବାପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଧବ କହିଛନ୍ତି, ଆମ ସଂସ୍କୃତି ହେଉଛି ପରସ୍ପର ପରସ୍ପରକୁ ସହଯୋଗ କରିବା। ତେଣୁ ସାମାଜିକ ବାସନ୍ଦ ହେବାନେଇ ଆଦୌ ଭୟ କରନା। ସେହିପରି ଉଦ୍ଧବ ଠାକ୍ରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଆଶ୍ବାସନା ଦେଇଛନ୍ତି। ଲକ୍ଡାଉନ୍ ଉଠିଲେ ସମସ୍ତଙ୍କୁ ଘରେ ପହଞ୍ଚାଇବାପାଇଁ ବ୍ୟବସ୍ଥା କରାଯିବ ବୋଲି ଠାକ୍ରେ କହିଛନ୍ତି। ତେବେ ଘରକୁ ଫେରିବାବେଳେ ସମେସ୍ତ ଭୟରେ ନୁହେଁ ଖୁସିରେ ଫେରିବେ ବୋଲି ସେ କହିଛନ୍ତି।
୭୦%ରୁ ଅଧିକ ମାମଲାରେ କୌଣସି ଲକ୍ଷଣ ନାହିଁ: ଊଦ୍ଧବ ଠାକ୍ରେ
- Advertisement -
Stay Connected
Comment
- Keithkax on ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ
- slyjba dezinfekcii v Sochi_klOr on କୃଷ୍ଣ ବୁଣିଲେ କଳିମଞ୍ଜି !
- RobertHat on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- slyjba dezinfekcii v Sochi_zsOr on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- MatthewRow on ମାସକ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ମୋଦି; ୨୦ହଜାର ଟଙ୍କାର ଅର୍ଥମୁଣା ରାଜ୍ୟ କରିବ ବିକାଶ !

coworking prices coworking space dubai
Читать расширенную версию: https://alexstroy.su
Комфортные путешествия с экскурсоводом экскурсии Зеленоградск Калининград позволят увидеть Зеленоградск в индивидуальном формате.
Vagina to samllSexy lady and boyOver forty nude womenMilf lessons janePamala
anderson suck cockDanica patrick does free pornGay european sex videosFree mature porn taboo xnxx Gagged slut 2010 jelsoft enterprises ltdAnal gay penetracionPolicewoman fucksRed book adultPeek a boo bra on nudesPics of tai and matt nakedPantyhose sex
xxx52 vintage telecasterMiss hayes sexCute clothed fuck
https://best.xnxxtubexxx.cc/ Black man jacks offDrenched cum on my chestAmatuer breastsFelicia sexyErotic mind control drugKristina and karissa shannon nude photoAgainst pleasureChunky teen purry
xnxx Free daily porn movies long clips blogNerds
xxxProbiotics and facial hairKatet segal nudeTeen gifts
under $10Eco vintage journalGerman lady pussyAmateur asian chickTeenage
hitchhikers blowjobSlim teem nudeYoung girl nude naturists picturesHom classic bondagePenis
galleryuVirgin flights to orlando florida 2009Paris submissive anal escortHatcher nudeLicking
black pussy lesboNaked athletic fuckTransgender operation oldestFemdom
spanking videos