ଭୁବନେଶ୍ୱର : ଯେଉଁମାନେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ପ୍ଲାନ୍ ନେଇ ମଞ୍ଜୁରୀଠାରୁ ଅଧିକ ନିର୍ମାଣ କରିଛନ୍ତି କିମ୍ବା ନ ନେଇ ଘର ତିଆରି କରିଛନ୍ତି, ସେମାନେ ଜରିମାନା ଦେଇ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିପାରିବେ। ଏଥିପାଇଁ ୨୦୧୮ ଜୁନ୍ରୁ ରାଜ୍ୟ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ୍)ର ଅବଧି ଆସନ୍ତା ୫ ତାରିଖରେ ଶେଷ ହେବ। ଏହାପରେ ଆଉ କୌଣସି କ୍ଷମା ନାହିଁ। ତେଣୁ ସବୁ ବେଆଇନ ନିର୍ମାଣ ଭଙ୍ଗାଯିବ ବୋଲି ବିଡିଏ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ଘର ମାଲିକମାନେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମେତ ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍ମେଣ୍ଟ ଅଥରିଟି)ରେ ବେଆଇନ ନିର୍ମାଣକୁ ନିୟମିତ(ରେଗୁଲାରାଇଜ୍) କରିବା ପାଇଁ ଭିଡ଼ ଜମାଇଛନ୍ତି। ତେବେ ଏହି ଯୋଜନାରେ ଆବେଦନ କରିବାକୁ ହେଲେ ମାଲିକମାନଙ୍କୁ ପଞ୍ଜିକୃତ ଆର୍କିଟେକ୍ଟଙ୍କର ସହାୟତା ନେବାକୁ ପଡ଼ୁଛି। ଅବଧି ଶେଷ ହୋଇ ଆସୁଥିବାରୁ ପ୍ରବଳ ଭିଡ଼ ଯୋଗୁ ଲୋକମାନେ ଆର୍କିଟେକ୍ଟ ପାଇ ପାରୁନାହାନ୍ତି। ଏଥିଯୋଗୁ ଜନଅସନ୍ତୋଷ ଦେଖାଦେଇଛି। ଏହି ସର୍ବକ୍ଷମା ଯୋଜନା ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ରାଜସ୍ବ ବୃଦ୍ଧି ହେଉଥିବା ବେଳେ ଏହି ଯୋଜନାକୁ କାହିଁକି ସରକାର ବନ୍ଦ କରୁଛନ୍ତି ବୋଲି ସୋମବାର ବିଡିଏକୁ ଆବେଦନ ପାଇଁ ଆସିଥିବା ଘରମାଲିକ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହି ଯୋଜନାର ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି।
ରାଜ୍ୟ ସରକାର ୨୦୧୮ ଜୁନ୍ ୨୦ ତାରିଖରେ ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ୍) ଆରମ୍ଭ କରିଥିଲେ। ରାଜ୍ୟରେ ଥିବା ୯ଟି ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍ମେଣ୍ଟ ଅଥରିଟି)ରେ ଏହାକୁ ଲାଗୁ କରାଯାଇଛି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନରେ ଥିବା ନିୟମାବଳୀ ଆଧାରରେ ନିୟମ ଉଲ୍ଲଂଘନକାରୀ ଏହି ସୁବିଧା ପାଇବେ। ପ୍ରଥମେ ଏହାକୁ ୬ ମାସ ପାଇଁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିଲା।
ବେଆଇନ ଘର, ପାର୍କିଂକୁ ନିୟମିତ କରିବାକୁ ହେଲେ ଆବେଦନକାରୀଙ୍କୁ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ରେଗୁଲେଶନରେ ଥିବା କମ୍ପାଉଣ୍ଡିଂର ୪୦ ପ୍ରତିଶତ ଅଧିକ ଦେବାକୁ କୁହାଯାଇଥିଲା। ମହାନଗର ନିଗମ ଅଞ୍ଚଳ ପାଇଁ ଘରର ଚାରିପାଖ ଅଧିକ ନିର୍ମାଣ କରିଥିଲେ ପ୍ରତି ବର୍ଗମିଟରକୁ କମ୍ପାଉଣ୍ଡିଂ ମୂଲ୍ୟର ୧.୪ ଗୁଣ, ମ୍ୟୁନିସିପାଲିଟି ପାଇଁ ୧.୩, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପାଇଁ ୧.୨ ଏବଂ ଗ୍ରାମାଞ୍ଚଳ ଲାଗି ୧.୧ଗୁଣ ଜରିମାନା ଦେବାକୁ ଘୋଷଣା କରାଯାଇଥିଲା। ଦୁଇଥର ଏହାର ଅବଧି ବୃଦ୍ଧି କରାଯାଇଥିଲେ ମଧ୍ୟ ଜରିମାନା ରାଶି ଅଧିକ ହେବାରୁ ତାହା ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଲା ନାହିଁ। ଫଳରେ ବାଧ୍ୟହୋଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜରିମାନା ରାଶିକୁ ପ୍ରତି ବର୍ଗମିଟରକୁ ୨୫୦ ଏବଂ ୫୦୦ ଟଙ୍କାକୁ ହ୍ରାସ କରିଥିଲା। ଏହାର ଅବଧିକୁ ମଧ୍ୟ ଆଉ ୬ ମାସ ପାଇଁ ବଢ଼ାଯାଇଥିଲା। ସଂଶୋଧିତ ବିଜ୍ଞପ୍ତି ୨୦୧୯ ଅଗଷ୍ଟ ୬ ତାରିଖରେ ପ୍ରକାଶ କରାଗଲା। ତେବେ ଏହି ଅବଧିକୁ ଆଉ ୬ ମାସ ବଢ଼ାଇବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜନସାଧାରଣଙ୍କ ଆଗ୍ରହକୁ ଦେଖି ଅବଧି ବଢ଼ାଇବାର ଆବଶ୍ୟକତା ରହିଛି। ସରକାର ଏହା ଉପରେ ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି।
୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି
39 Comments
39 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Platforma obsługuje wygodne formy płatności, w tym BLIK kompatybilny z bankami mBank, ING, PKO BP, Pekao i Millennium, a także popularne karty Visa i Mastercard (Maestro). Pozytywne opinie użytkowników publikowane w serwisach Trustpilot oraz Opinie.com potwierdzają wysoki poziom zaufania do marki. Miłośnicy gry na smartfonach mogą korzystać z dedykowanej aplikacji dostępnej na urządzenia z systemem iOS oraz Android, która zapewnia płynną i stabilną rozgrywkę. Slottica to nie tylko polskie kasyno internetowe, lecz także przestrzeń, w której możesz cieszyć się grą i wygrywać na własnych zasadach.
нарколог на дом москва цены нарколог на дом москва цены
наркологическая помощь на дому москва наркологическая помощь на дому москва
1win to‘lov tekshiruvi https://1win39427.help
1win platformasi 1win39427.help
melbet app android http://www.melbet62913.help
mostbet autentificare cont https://mostbet41079.help/
mostbet calcul câștig mostbet calcul câștig
1win platform 1win platform
1win chat 1win chat
1win dastur yuklab olish https://www.1win39427.help
mostbet eroare instalare mostbet eroare instalare
mostbet casino česko https://mostbet87124.help/
mostbet přístup mimo blokaci mostbet přístup mimo blokaci
mostbet kazino bonus mostbet01859.help
aviator account verification malawi aviator50638.help
mostbet ios yüklə azərbaycan https://mostbet01859.help
aviator mpamba payment https://www.aviator50638.help
how to place a bet on 1win how to place a bet on 1win
1win mobile sportsbook http://www.1win3003.mobi
melbet mobile https://melbet62913.help/
melbet miroir côte divoire melbet miroir côte divoire
mostbet bonus code mostbet bonus code
melbet retrait visa melbet62913.help
1win login error https://www.1win3003.mobi
mostbet aplicatie gratis mostbet aplicatie gratis
mostbet hesab açmadan oynamaq http://www.mostbet01859.help
mostbet vstup do účtu mostbet vstup do účtu
1win free bet Moldova https://1win5757.help/
aviator payment options malawi aviator50638.help
cum depun pe mostbet cu mastercard cum depun pe mostbet cu mastercard
mostbet captcha səhvi mostbet captcha səhvi
1win turneu crash 1win5757.help
aviator mpamba not working aviator mpamba not working
mostbet adresa oficiala mostbet adresa oficiala
mostbet česko aplikace mostbet česko aplikace