ଭୁବନେଶ୍ୱର: ଶନିବାର ଦିନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ବିଜେପି ବିଧାୟକ ଦଳର ନେତା କେଭି ସିଂହଦେଓଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ କେ.ଭି ସିଂହ ଦେଓ ମଧ୍ୟ ଉପସ୍ଥିତ ଥିଲେ ।
ଦଳୀୟ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ନିକଟରେ ବିଜେଡି ଛାଡ଼ିଥିଲେ। ପରେ ସେ କଂଗ୍ରେସ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ନୟାଗଡ଼ରେ ବିଶାଳ ସମାବେଶ କରି କଂଗ୍ରେସରେ ସାମିଲ ହେବାପାଇଁ ପୂର୍ବରୁ ସ୍ଥିର ହୋଇଥିବା ଜଣାପଡ଼ିଥିଲା । ଏପରିକି ପ୍ରତ୍ୟୁଷା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଥିବା କହିଥିଲେ ପିସିସି ସଭାପତି ।

I have red sso mmany conntent conerning thhe blgger
loovers hoowever ths articcle iis iin fat a fastidius paragraph, keeep itt up.
xnxx