ଭୁବନେଶ୍ୱର : ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ। ହେଲେ କେହି ତାଙ୍କୁ ସନ୍ଦେହ କରୁ ନ ଥିଲେ। ଶେଷରେ ଏଭଳି ହାଇଟେକ୍ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆର୍ପି ପୋଲିସ। ଅଭିଯୁକ୍ତ ନିକଟରୁ ପୋଲିସ ସବୁ ନକଲି ସୁନା ଗହଣା, ମୋବାଇଲ୍ ଓ ୪୮୫୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳ ନାଥସାହିର ନବକିଶୋର ନାୟକ(୨୮)। ଜିଆରପି ପୋଲିସ ଦଫା ୩୮୦ରେ ନଂ. ୧୧୩/୧୯ରେ ମାମଲା ରୁଜୁ କରି ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।
ପୋଲିସ ସୂଚନା ମୁତାବକ, ନବକିଶୋର ଷ୍ଟେଶନ ନିକଟରେ ରହି ପ୍ଲାଟ୍ଫର୍ମରେ ବୁଲି ଚୋରି କରନ୍ତି। ସେ ନୂଆ ତରିକାରେ ଯାତ୍ରୀଙ୍କୁ ଲୁଟ୍ କରିବାକୁ ଯୋଜନା କରିଥିଲେ। ସେ ଦୋକାନରୁ ନକଲି ଗହଣା କିଣିଥିଲେ। ବେକରେ ଏକାଧିକ ଚେନ, ହାତରେ କଡ଼ା ଓ ଆଙ୍ଗଠିରେ ମୁଦି ପନ୍ଧିଥିଲେ। ଏପରିକି ଭଲ ପ୍ୟାଣ୍ଟଶାର୍ଟ ପିନ୍ଧି ଷ୍ଟେଶନରେ ବୁଲନ୍ତି। ଜଣେ ଯାତ୍ରୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ସହ ମିଶି ଭଲରେ କଥା ହୁଅନ୍ତି। ମୋ ଘର ବାହାରେ, ଓଡ଼ିଶାରେ ଏକ କମ୍ପାନୀ ଖୋଲିବାକୁ ଏଠାକୁ ଆସିଥିବା ଲୋକଙ୍କୁ ମିଛ କଥା କହିଥାନ୍ତି। ତାଙ୍କ କଥାବାର୍ତ୍ତା, ବେଶଭୂଷା କୋଟିପତିଙ୍କ ଭଳି ହୋଇଥିବାରୁ ଅନେକ ଯାତ୍ରୀ ତାଙ୍କ କଥାକୁ ବିଶ୍ୱାସ କରି ନେଇଥାନ୍ତି। ଏହା ମଧ୍ୟରେ ନବକିଶୋର ଯାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଯାତ୍ରୀଙ୍କ ଅସାବଧାନତାର ସୁଯୋଗ ନେଇ ସେ ତାଙ୍କର ସର୍ବସ୍ବ ଲୁଟି ନେଇ ଚମ୍ପଟ ମାରିଥାନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ପ୍ଲାଟଫର୍ମ ନଂ. ୬ରେ ଶନିବାର ସକାଳେ ବିହାରର ରାମବିନିୟ ମହତ୍ ନାମକ ଜଣେ ଯାତ୍ରୀ ଛିଡା ହୋଇଥିଲେ। ନବକିଶୋର ତାଙ୍କ ପାଖକୁ ଯାଇ ମିଠା କଥାବାର୍ତ୍ତା ହୋଇଥିଲେ। ପରେ ରାମବିନିୟଙ୍କ ଅସାବଧାନତାର ସୁଯୋଗ ନେଇ ତାଙ୍କର ଏକ ବ୍ୟାଗ୍ ଚୋରି କରି ନେଇଥିଲେ। ସେଥିରେ ୬ ହଜାର ଟଙ୍କା, ମୋବାଇଲ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିଲା। ଏ ନେଇ ରାମବିନିୟ ଜିଆରପି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ନବକିଶୋରଙ୍କୁ ଧରି ଥାନାକୁ ଆଣିଥିଲେ। ଥାନାରେ ପୋଲିସ ଆଗରେ କୋଟିପତି ଭଳି କଥାବାର୍ତ୍ତା କରି କେତେ ଟଙ୍କା ନେଲେ ମୋତେ ଛାଡି ଦେବୁ ବୋଲି ସେ କହିଥିଲେ। ମୋ ନିକଟରେ କୋଟି କୋଟି ଟଙ୍କା ମୁଁ ଏଭଳି ଏକ ବ୍ୟାଗ ଚୋରି କରିନି ବୋଲି ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ପୋଲିସ ତାଙ୍କ ଆବଭାବକୁ ଲକ୍ଷ୍ୟ କରି ଗିରଫ କରିଥିଲା।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
1win apk o‘rnatish https://www.1win39427.help
1win aviator o‘ynash https://1win39427.help/
melbet casino mobile https://www.melbet62913.help
1win login http://1win39427.help
1win member login 1win3003.mobi
melbet dépôt moov money melbet dépôt moov money
1win yangi mirror http://1win39427.help
mostbet Leova http://www.mostbet18305.help
jak vytvořit účet na mostbet jak vytvořit účet na mostbet
mostbet pracovní zrcadlo mostbet mostbet87124.help
1win odds format http://1win3003.mobi/
mostbet download sigur http://www.mostbet41079.help
mostbet kazino strategiya https://www.mostbet01859.help
mostbet bitcoin mostbet bitcoin
1win ky katталуу https://1win3003.mobi/
mostbet pariuri virtuale http://www.mostbet18305.help
mostbet bank köçürməsi http://www.mostbet01859.help
mostbet bonus fara depunere Moldova mostbet18305.help
aviator withdraw https://www.aviator50638.help
mostbet registrace nefunguje https://mostbet87124.help/
melbet pari qualification can melbet62913.help
mostbet suport pentru retrageri https://mostbet41079.help/
mostbet cod promoțional aviator mostbet cod promoțional aviator
mostbet app ios ke stažení http://www.mostbet87124.help
mostbet depunere bitcoin mostbet depunere bitcoin
aviator responsible betting Malawi https://aviator50638.help/
1win link mirror Moldova 1win5757.help
aviator game app http://aviator50638.help
mostbet idmana giriş http://mostbet01859.help/
1win Chisinau http://www.1win5757.help
aviator working link malawi aviator working link malawi
1win deblocare cont https://1win5757.help