ବରଗଡ : ବରଗଡ଼ ଏସଡିସିସି ବ୍ୟାଙ୍କର ଗୋଟିଏ ନମ୍ବରର ଦୁଇଟି ଚେକ୍ ଗୋଟିଏ ଅସଲି ଅନ୍ୟଟି ନକଲି । ନକଲି ଚେକରେ ଉଠିଲା ଟଙ୍କା । ବ୍ୟାଙ୍କ କର୍ମଚାରୀ ମଧ୍ୟ ନକଲି ଚେକକୁ ଚିହ୍ନି ନପାରି, ନକଲି ଚେକରେ ୬ଲକ୍ଷ ୮୨ହଜାର ଟଙ୍କା ଦେଇଦେଲେ ଚୋରକୁ । ଅନ୍ୟପଟେ ଏସଡିସିସି ବ୍ୟାଙ୍କ ନିଜ ଚେକକୁ କିପରି ଚିହ୍ନି ନପାରି କ୍ଲିୟର କରି ଟଙ୍କା ଦେବାକୁ ଅନୁମତି ଦେଲେ ? ଏତେ ବଡ଼ ଅଙ୍କର ଅର୍ଥକୁ ବିନା ପ୍ୟାନ୍ ନମ୍ବର ଓ ବିନା ଯାଞ୍ଚରେ କିପରି ଦିଆଗଲା ସେନେଇ ଉଠିଛି ପ୍ରଶ୍ନ । ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବରଗଡ଼ ଏଲହାବଦ ବ୍ୟାଙ୍କରୁ ଭଟଲି ଥାନା ନିବାସୀ ଅପରାଜିତା ମିଶ୍ରଙ୍କ ଏସଡିସିସି ବ୍ୟାଙ୍କର ଆକାଉଣ୍ଟରୁ ନବୀନ କୁମ୍ଭାର ନାମକ ଜଣେ ଯୁବକ ଚଞ୍ଚକତାର ସହିତ ନକଲି ଚେକ୍ ମାଧ୍ୟମରେ ୬ ଲକ୍ଷ ୮୨ ହଜାର ଟଙ୍କା ଉଠାଇ ନେଇଛନ୍ତି ।

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!