ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଇନସ୍ପେକ୍ଟର ସୁଶ୍ରୀ ସଙ୍ଗୀତା ମହାନ୍ତି ଓ ସମୀର ମହାନ୍ତି ପ୍ରମୁଖ ଚଢଉ କରି ବେଲଟିକିରି କଲେଜ ପାଖରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିଲେ।
ସେମାନେ ଏକ କାର୍ ଯୋଗେ ଚୋରା ମଦ ବିକ୍ରି କରିବାକୁ ନେଉଥିବା ବେଳେ ଧରାପଡ଼ିଥିଲେ। ହେଲେ ଘଟଣାସ୍ଥଳରୁ କାର୍ ଚାଳକ ଫେରାର୍ ହୋଇଯାଇଥିଲା। ଧରାପଡ଼ିଥିବା ଦୁଇ ଯୁବକ ହେଲେ ଟୁକୁନା ବେହେରା (୨୫) ଓ ପ୍ରକାଶ ଦେହୁରୀ(୨୫)। ଏମାନଙ୍କ ପାଖରୁ ନଗଦ ୫୦ ହଜାର ଟଙ୍କା ବି ଜବତ କରାଯାଇଥିଲା।
ଠିକ୍ ସେହିପରି ଅବକାରୀ ବିଭାଗର ମୋବାଇଲ୍ ସ୍କ୍ବାଡ୍ ସିମୁଳିଆ ଅଞ୍ଚଳରୁ ନକୁଳ ଦେହୁରୀ(୩୧) ନାମକ ଜଣେ ଲୋକକୁ ଗିରଫ କରିବା ସହ ତାଙ୍କଠାରୁ ୪୦ ଲିଟର ମଦ ଜବତ କରିଥିଲେ। କାଙ୍କଡ଼ପାଳରୁ ମଧ୍ୟ ବିଭୁଜା ଦେହୁରୀ ନାମକ ଜଣେ ଲୋକଠାରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।

Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji. Aktualny kod promocyjny za rejestracje 2026 w internetowym polskie kasynie: GRACZWILD (Skopiuj ten kod) – 40 free spins za rejestrację w Wild Fruits od Endorphina.