ବାଲେଶ୍ୱର ; ଅଚାନକ ଭାବରେ ରେଡ କଲା ଅବକାରୀ ବିଭାଗ । ସୋର ପୋଲିସକୁ ମିଳିଲା ବଡ ସଫଳତା । ବାଲେଶ୍ୱର ଜିଲ୍ଲା ସ୍ୁର ଅଞ୍ଚଳରୁ ୧୭କେଜିରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ । ଅଭିଯୁକ୍ତ ଛୁଟା ଗୁପ୍ତା ଓ ଜେଲିଜା ବେଗମଙ୍କ ନିକଟରୁ ଜବତ କରାଯାଇଛି । ସୂଚନା ଅନୁ୍ଯାୟୀ , ସୁଦୂର କଲିକତାରୁ ଟ୍ରେନ ଦ୍ୱାରା ଗଞ୍ଜେଇ ଚାଲାଣ ହେଉଥିଲା ଦୀର୍ଘଦିନ ଧରି ସୋର ଅଞ୍ଚଳରେ ଚୋରା ବ୍ୟବସାୟ ଚାଲିଥିବା ବେଳେ କେହି କିପରି ଜାଣିପାରୁନଥିଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।
୧୭କେଜି ଗଞ୍ଜେଇ ଜବତ ୨ ଗିରଫ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesCax on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- CalebfaF on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- Matthewsaw on ଆଜିର ରାଶିଫଳ
- 1win_nmMn on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ
- Matthewsaw on ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍
