ଭୁବନେଶ୍ବର: ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତ ଅଧିବେଶନରେ ଚାଷୀ ସମସ୍ୟା, ପିସି କାରବାର ବନ୍ଦ ନ ହେବା ଏବଂ ସରକାରୀ ସହାୟତା ପ୍ରଦାନରେ ପାତରଅନ୍ତର ନେଇ ସରକାରଙ୍କୁ ଜବାବ ମାଗିବ କଂଗ୍ରେସ। ବେଆଇନ ଖଣିଜ ଉତ୍ତୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଲିଜ୍ଧାରୀଙ୍କୁ କ୍ଲିନ୍ଚିଟ୍ ଦେବା ପ୍ରସଙ୍ଗରେ ମଧ୍ୟ ଦଳ ଗୃହରେ ସ୍ବର ଉଠାଇବ। ଏହାସହିତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ଓ ବଜେଟ ଅନୁମୋଦିତ ଅର୍ଥ ସରକାରୀ ବ୍ୟାଙ୍କରେ ନ ରହି ଘରୋଇ ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଜବାବ ମାଗିବ। ମଂଗଳବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ବୈଠକ ପରେ ଶ୍ରୀ ମିଶ୍ର କହିଛନ୍ତି, ପ୍ରାକୃତିକ ଦୁର୍ବିପାକରେ ସହାୟତା ପ୍ରଦାନରେ ବି ସରକାର ପାତରଅନ୍ତର ନୀତି ଆପଣାଇଛନ୍ତି। ବଲାଙ୍ଗୀରରେ ଚଳିତ ବର୍ଷ ବାଦଲଫଟା ବର୍ଷା ଯୋଗୁଁ ବଲାଙ୍ଗୀର ସହର ସମେତ ସବୁ ଅଞ୍ଚଳରେ ଜଳମଗ୍ନ ହେଲା। ଘରେ ଘରେ ପାଣି ପଶି ଲୋକଙ୍କ ବାସନକୁସନଠୁ ଆରମ୍ଭ କରି ଲୁଗାପଟା ସବୁ କିଛି ନଷ୍ଟ ହେଲା। ମୁଖ୍ୟମନ୍ତ୍ରୀ ବଲାଙ୍ଗୀରର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ କଲେନି କି କ୍ଷୟକ୍ଷତି ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେନି। ବଲାଙ୍ଗୀର ଜିଲ୍ଲାର କ୍ଷୟକ୍ଷତି ନେଇ ୧ ହଜାର କୋଟି ଟଙ୍କା ମଗାଯାଇଥିଲା; କିନ୍ତୁ ମିଳିଲା ମାତ୍ର ୪୦ କୋଟି ଟଙ୍କା। ସେହିପରି ତିତ୍ଲିରେ କ୍ଷୟକ୍ଷତି ହୋଇଥିବା ଗଜପତି ଜିଲ୍ଲା ପାଇଁ କାହିଁକି ପ୍ୟାକେଜ ଘୋଷଣା ହେଲାନି ବୋଲି ଗୃହରେ ଜବାବ ମଗାଯିବ। ବେଆଇନ ଖଣିଜ ଉତ୍ତୋଳନ ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ୨୦୧୭ ଅଗଷ୍ଟରେ ରାୟ ଦେଇଥିଲେ। ସେହି ରାୟ ଅଧାରରେ ରାଜ୍ୟ ସରକାର ସମ୍ପୃକ୍ତ ଖଣି ଲିଜଧାରୀଙ୍କଠାରୁ ଖଣି ଜରିମାନା ଆଦାୟ ବି କରିଛନ୍ତି। ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରା କ୍ଷମତାପ୍ରାପ୍ତ କେନ୍ଦ୍ରୀୟ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଖଣିଜ ଉତ୍ତୋଳନରେ କୌଣସି ଆଇନ ଉଲ୍ଲଂଘନ ହୋଇନଥିବା ନେଇ କ୍ଲିନ୍ଚିଟ୍ ଦେଇଛି। ଏବେ କୋର୍ଟ ନିର୍ଦ୍ଦେଶ ଦେଲେ ଆଦାୟ ହୋଇଥିବା ଜରିମାନା ଅର୍ଥ ରାଜ୍ୟ ସରକାରଙ୍କୁ ଫେରାଇବାକୁ ପଡ଼ିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଲାସୁତୁରା ହୋଇ ରାଜ୍ୟର ଖଣିଜ ସମ୍ପଦ ଲୁଟିବାକୁ ମସୁଧା କରିଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଏ ନେଇ ଦଳ ଗୃହରେ ସରକାରଙ୍କୁ ପ୍ରଶ୍ନ ପଚାରିବ।
ଧାନ କିଣା ବାବଦରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ନ ହେବା, ଫସଲ କ୍ଷୟକ୍ଷତି ବାବଦ ବୀମା ଅର୍ଥ ଚାଷୀ ପାଇନଥିବା ନେଇ ଗତ ଅଧିବେଶନରେ ସରକାରଙ୍କୁ ଚେତାଇ ଦିଆଯାଇଥିଲେ ବି ଏବେ ସୁଦ୍ଧା ସେ ସମସ୍ୟା ଦୂର ହୋଇନି। କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ଅର୍ଥ କାହିଁକି ଚାଷୀଙ୍କୁ ପ୍ରଦାନ କରାଯାଇନି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଇ ଶ୍ରୀ ମିଶ୍ର କହିଥିଲେ, ଯାଜପୁରର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ, କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରେଟିଭ୍ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁଙ୍କ ନାମରେ ଯୌନ ଶୋଷଣ ଘଟଣାରେ ପୁଲିସର ସ୍ଥାଣୁତା ନେଇ ସରକାରଙ୍କୁ ପ୍ରଶ୍ନ ପଚରାଯିବ। ଏପରିକି ନିର୍ବାଚନ ସରିବା ପରେ ରାଜ୍ୟରେ ଦିନକୁ ଦିନ ବେଶି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। ପୁଲିସ ଦ୍ବାରା ବିରୋଧୀ ଦଳର ନେତା ଓ କର୍ମୀଙ୍କୁ ଟାର୍ଗେଟ କରାଯାଉଛି। ମେଡିକାଲ କଲେଜ ଖୋଲାଯାଇଛି ସତ କିନ୍ତୁ ଏଥିରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଶିକ୍ଷକ ନିଯୁକ୍ତି ନାହିଁ। ସରକାର ସ୍ବଚ୍ଛ ପ୍ରଶାସର ନାରା ଦେଇ ଯେପରି ନୂଆ କରି ୫’ଟି’ ବିଭାଗ ଖୋଲିଛନ୍ତି; ତାର ପ୍ରଚାର ଜୋରଦାର ହେଉଥିଲେ ବି ରାଜ୍ୟରେ ଅରାଜକତା ବୃଦ୍ଧି ପାଉଛି। ବିଭିନ୍ନ ଯୋଜନା ବାବଦରେ ବଜେଟ ଅର୍ଥ ସରକାରୀ ବ୍ୟାଙ୍କରେ ନ ରହି କାହିଁକି ଘରୋଇ ବ୍ୟାଙ୍କରେ ରହିଛି ତାକୁ ନେଇ ମଧ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ କଂଗ୍ରେସ ଦଳ ମାଗିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ରାଜନ ଇକ୍କା, ସନ୍ତୋଷ ସିଂହ ସାଲୁଜା, ଦାଶରଥି ଗମାଙ୍ଗ, ମହମ୍ମଦ ମୋକିମ୍ ଉପସ୍ଥିତ ଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.