ଭୁବନେଶ୍ୱର: ୫ ରାଜ୍ୟରେ ନିର୍ବାଚନ ଫଳାଫଳ ବାହାରିବା ପରେ ସାରା ଦେଶରେ ବିଜେପି ସମେତ ସମସ୍ତ ଅଂଚଳିକ ଦଳ ମଧ୍ୟରେ ଛନକା ପଶିଛି । ଦେଶକୁ କରାୟତ କରିଥିବା ମୋଦି ସରକାରଙ୍କ ପରାଜୟର ମୁଖ୍ୟ କାରଣ ଚାଷୀ ମାରଣ ନୀତି ହୋଇଛି । ଯାହା ଦେଶର ରାଜନିତିଜ୍ଞମାନେ ଆକଳନ କଲେଣି । ଯାହାର ପ୍ରଭାବ ରାଜ୍ୟ ନବୀନ ସରକାରଙ୍କ ଠାରେ ପଡ଼ିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଚାଷୀଙ୍କୁ ଋଣ, ବୀମା, ସ୍ମାର୍ଟ ଫୋନ ଦେବା ସହ ବିଭିନ୍ନ ଜନହିତକର ଯୋଜନା ସରକାର ଅପଣାଇଥିଲେ । କିନ୍ତୁ ଏତେ ଯୋଜନା କରିଥିଲେ ମଧ୍ୟ ପଡ଼ୋସୀ ରାଜ୍ୟରେ ନିର୍ବାଚନ ଫଳାଫଳ କୁ ନେଇ ନବୀନ ଟିକେ ବ୍ୟସ୍ଥ ହୋଇ ଚାଷୀଙ୍କ ନିକଟତର ହେବାକୁ ଲାଗିପଡ଼ିଛନ୍ତି । ଯାହାକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ନବୀନଙ୍କ ଇସାରାରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମହାସଚିବ ଭାବେ କୃଷକ ସଂଗଠନର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିଜୁ କୃଷକ ଦଳର ସଭାପତି ଦାୟିତ୍ୱରୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପଦରୁ ହଟାଯାଇଛି । ଏହାକୁ ୨୦୧୯ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଚାଷୀ ମାରଣ ନୀତି ପାଇଁ ରାଜସ୍ଥାନ ଛତିଶଗଡ଼, ମଧ୍ୟପ୍ରଦେଶ ବିଜେପି ହାତରୁ ଯିବା ମୁଖ୍ୟ କାରଣ ବୋଲି ରାଜନିତିଜ୍ଞମାନେ ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ଚାଷୀଙ୍କ ପାଇଁ ଋଣଛାଡ଼ କରିବା ସହ ଆଗ୍ରୀମ ଲୋନ୍ ଦେଉଥିବାରୁ ଟିଡ଼ିପିକୁ ଭୋଟର ପୁର୍ଣ୍ଣରବାର କ୍ଷମତାକୁ ଆଣିଥିବା ଶୁଣିବାକୁ ମିଳୁଛି ।
ବେଳ ଥାଉ ସାବଧାନ ହେଲେ ନବୀନ, ପରିବର୍ତ୍ତନ କଲେ ବିଜୁ କୃଷକ ସଭାପତି !
- Advertisement -
Stay Connected
Comment
- Nolanreeli on ଆଜିଠୁ ମାଓବାଦୀଙ୍କ ସହିଦ୍ ସପ୍ତାହ : ଆନ୍ଧ୍ର-ଓଡ଼ିଶା ସୀମା ସିଲ୍; କମ୍ବିଂ ଜୋରଦାର୍, ୨୯ଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ
- ErvinThums on ଉଦ୍ଧାର କରିବାକୁ ଯାଇ ହିନସ୍ଥା ପୋଲିସ; ଉଦ୍ଧାର ସମୟରେ ପୋଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ !
- DamonMeP on ଶ୍ରୀଜିଉଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର
- DavidFab on ୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା
- Jamesraf on ଭୁଶୁଡିଗଲା ସ୍କୁଲ ପାଚେରୀ , ୨ ଛାତ୍ର ଗୁରୁତର!

Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
профильная труба сечение и толщина таблица размеров и толщины профильных труб
It’s very simple to find out any topic on web as compared to textbooks, as I found this
article at this web page. xnxx