ଭୁବନେଶ୍ୱର : ବିଶ୍ୱର ବୃହତମ ପ୍ରତିମୂର୍ତ୍ତି ଷ୍ଟାଚୁ ଅପ ୟୁନିଟି ନିର୍ମାଣକୁ ନେଇ ଏପର୍ଯ୍ୟନ୍ତ ବାଦ ବିବାଦ ସରିନାହିଁ । ୩ ହଜାର କୋଟିରୁ ଉର୍ଦ୍ଦ ବ୍ୟୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା । ଗୁଜୁରାଟ ପର୍ଯ୍ୟଟନ ବିକାଶ ନିଗମର ମୁଖ୍ୟ ସନାତନ ପାଞ୍ଚୋଲିଙ୍କ କହିବା ଅନୁଯାଇ , ଗୁଜୁରାଟରେ ବର୍ଷକୁ ପ୍ରୟ ୫କୋଟି ପର୍ଯ୍ୟଟକ ଆସୁଥିବା ବେଳେ ୨୦୨୦ ସୁଦ୍ଧା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇବ । ଯାହା ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ୱ ଆୟ କରିବେ । ତାଙ୍କ କହିବା ଅନୁଯାଇ ଗତ ଅକ୍ଟୋବର ୩୧ରେ ଉନ୍ମୋଚିତ ଷ୍ଟାଚୁ ଅଫ ୟୁନିଟକୁ ଏପର୍ଯ୍ୟନ୍ତ ପ୍ରୟ ୩ ଳକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଷ୍ଟାଚୁ ଯୋଗୁଁ ଗୁଜୁରାଟରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି ।
ମାଲାମାଲ ହେବେ ଗୁଜୁରାଟ ସରକାର !
Leave a Comment
Leave a Comment
- Advertisement -
Stay Connected
Comment
- Williamjoria on ଅଗ୍ନିକାଣ୍ଡରେ ୮ ବଖରା ଜଳି ପୋଡ଼ି ପାଉଁଶ !
- Vivod iz zapoya na domy_wjkt on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- mostbet_zjSi on ରବିଶଙ୍କର ପାଇବେ ୨୯ତମ ‘ଜୟଦେବ ପୁରସ୍କାର’
- Vivod iz zapoya na domy_puPl on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Jayarret on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
