ଭୁବନେଶ୍ୱର : ରାଉକେଲା ବିଦାୟକ ଦିଲିପ ରାୟ ବିଜେପି ଛାଡ଼ିବାର କିଛି ସମୟ ନପୁରୁଣୁରୁ ଆଉ ଜଣେ ହେବିୱେଟ ନେତା ବିଜେପି ଛାଡ଼ିଛନ୍ତି । ସେ ହେଉଛନ୍ତି ବିଜୟ ମହାପାତୟ୍ର । ଇସ୍ତଫା ଦେବା ପରେ ବିଜୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର କୌଣସି ଆନ୍ତରିକତା ନାହିଁ । ସେ ଏକ ସାମ୍ବାଦିକ ସମ୍ମିଳନି ଡାକି ବିଜେପିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ଏହି ଇସ୍ତଫା ପତ୍ର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ନିକଟକୁ ପଠାଇଛନ୍ତି । ଏବଂ ଏହାପରେ ମଧ୍ୟ କହିଛନ୍ତି ,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କାରଣ ୨୦୧୯ ନିର୍ବାଚନ ଆଉ ଅଧିକ ଦିନ ନୁହେଁ । ଏଭଳି ସମୟରେ ଦୁଇ ହେଭିୱେଟ୍ ନେତାଙ୍କୁ ହରାଇ ରାଜ୍ୟ ବିଜେପିରେ ଏହାର ପ୍ରତିକୂଳ ପ୍ରଭାବ ପକାଇପାରେ । ତେବେ ଦୁଇ ହେଭିୱେଟ୍ ନେତାଙ୍କୁ ହରାଇ ବିଜେପିର ଆଗାମୀ ପଦକ୍ଷେପ କ’ଣ ରହିବ ସେନେଇ ସମସ୍ତଙ୍କ ନଜର ରହିଛି ।
ଦିଲିପଙ୍କ ପରେ ବିଜୟ ମହାପାତ୍ର କଲେ ବିଜେପିକୁ ବାଏ ବାଏ !
Leave a Comment
Leave a Comment
- Advertisement -
Stay Connected
Comment
- JosephCew on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା
- Michaelaveli on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- Stevenloaky on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- JosephCew on ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ସୂଚନା
- melbet_zhPa on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!
