ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଆହତ ହୋଇଛନ୍ତି। ତେବେ ଭାରତୀୟ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ତେବେ ଦଳ ସେଠାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳି ସାରିଛି। ଡିସେମ୍ବର ୬ ତାରିଖରୁ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବାକୁ ଥିବାବେଳେ ,ଭାରତକୁ ଲାଗିଛି ଝଟଟା । ସୂଚନା ଅନୁସାରେ , ସିଡ୍ନୀ ଗ୍ରାଉଣ୍ଡରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁ ଥିବା ବେଳେ ଆହତ ଶ’ହୋଇଥିବା ଦେଖିବାକୁ ମିଳିଛି। ତେବେ ପୃଥ୍ୱୀ ଫିଲ୍ଡିଂ କରୁଥିବା ବେଳେ ବାଉଣ୍ଡ୍ରି ନିକଟରେ ଏକ କ୍ୟାଚ୍ ଧରିବାକୁ ଉଦ୍ୟମ କଲା ବେଳେ ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବା ଜଣାପଡିଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ମ୍ୟାକ୍ସ ବ୍ରୋୟଣ୍ଟ ଏକ ଉଚ୍ଚା ଶଟ୍ ଖେଳିଥିଲେ। ବଲ୍କୁ କ୍ୟାଚ୍ କରିବାକୁ ଶ’ ଜୋରସୋର ପ୍ରୟାସ କରିଥିଲେ। ଆଉ ସେତେବେଳେ ସେ ଖସି ପଡ଼ିଥିଲେ ଓ ଗୋଇଠି ମୋଡ଼ି ହୋଇଯାଇଥିଲା। ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପୃଥ୍ୱୀ ଶ’ଙ୍କ ଆଘାତ କେତେ ଗମ୍ଭୀର, ତାହା ଡାକ୍ତରୀ ଟିମ୍ ଯାଞ୍ଚ କରୁଛି।
ଟି-ଟ୍ୱେଣ୍ଟି ସିରିଜ୍ ପୂର୍ବରୁ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଆହତ !
- Advertisement -
Stay Connected
Comment
- ChrisHyday on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- ChrisHyday on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- ChrisHyday on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Reabilitaciya alkogolikov_ehsl on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- Reabilitaciya alkogolikov_xgsl on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.