ନୂଆଦିଲ୍ଲୀ : କରୋନା ସଂକ୍ରମଣ ଧର୍ମ, ବର୍ଣ୍ଣ, ଜାତି ଦେଖେନି। ଏହା ଯେ କୌଣସି ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ। ଏହା ବିରୋଧରେ ଆମେ ଭାରତବାସୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି। କରୋନା ଲଢ଼େଇ ପାଇଁ ଆମ ମଧ୍ୟରେ ଭାଇଚାରା ଏବଂ ଏକତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି। ଏହାଦ୍ୱାରା ଲଢ଼େଇର ପଥ ସହଜ ହୋଇ ପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୭୧୨ ଥିବାବେଳେ ମୃତକଙ୍କ ସଂଖ୍ୟା ୫୦୭ ଛୁଇଁଛି। ଦେଶର ୨୩ ରାଜ୍ୟର ୪୩ ଜିଲାରେ କୌଣସି ଲୋକ କରୋନା ଦ୍ୱାର ସଂକ୍ରମିତ ହୋଇ ନାହାଁନ୍ତି। ଇତିମଧ୍ୟରେ ଦେଶରେ ୩ ଲକ୍ଷ ୮୬ ହଜାର ୭୯୧ ଟେଷ୍ଟ୍ ହୋଇଛି।
ଜାତି-ଧର୍ମ-ବର୍ଣ୍ଣ କରୋନା ଦେଖେନି : ଏକଜୁଟ ହୋଇ ଆମେ ଲଢ଼ିବା ; କହିଲେ ମୋଦି
- Advertisement -
Stay Connected
Comment
- Josephjinge on ୪୦ ଡିଗ୍ରି ଉପରେ ୯ ସହର
- Sylvesterjug on ଭାଗ ନଛିଡ଼ିବରୁ ପିଟା ପିଟି !
- Trentonsam on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- Omarhow on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- ColeErort on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !

Нужна стальная лента? лента бандажная лм-50 широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства