ନୂଆଦିଲ୍ଲୀ : କରୋନା ସଂକ୍ରମଣ ଧର୍ମ, ବର୍ଣ୍ଣ, ଜାତି ଦେଖେନି। ଏହା ଯେ କୌଣସି ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ। ଏହା ବିରୋଧରେ ଆମେ ଭାରତବାସୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି। କରୋନା ଲଢ଼େଇ ପାଇଁ ଆମ ମଧ୍ୟରେ ଭାଇଚାରା ଏବଂ ଏକତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି। ଏହାଦ୍ୱାରା ଲଢ଼େଇର ପଥ ସହଜ ହୋଇ ପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୭୧୨ ଥିବାବେଳେ ମୃତକଙ୍କ ସଂଖ୍ୟା ୫୦୭ ଛୁଇଁଛି। ଦେଶର ୨୩ ରାଜ୍ୟର ୪୩ ଜିଲାରେ କୌଣସି ଲୋକ କରୋନା ଦ୍ୱାର ସଂକ୍ରମିତ ହୋଇ ନାହାଁନ୍ତି। ଇତିମଧ୍ୟରେ ଦେଶରେ ୩ ଲକ୍ଷ ୮୬ ହଜାର ୭୯୧ ଟେଷ୍ଟ୍ ହୋଇଛି।
ଜାତି-ଧର୍ମ-ବର୍ଣ୍ଣ କରୋନା ଦେଖେନି : ଏକଜୁଟ ହୋଇ ଆମେ ଲଢ଼ିବା ; କହିଲେ ମୋଦି
- Advertisement -
Stay Connected
Comment
- 1win_wbet on ଚୋରା ସାଜିଥିଲା କୋଟିପତି
- melbet_uwKr on ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
- Nathanmag on ମାର୍କେଟ୍ ବିଲ୍ଡିଂ ଯୁବକଙ୍କ ଆତଙ୍କ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା
- KellyFal on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Carlosadoke on ସିକ୍ୟୁରିଟି ମୁହଁରେ ଗାମୁଛା ବାନ୍ଧି ବ୍ୟାଙ୍କ ଲୁଟ୍ !

Нужна стальная лента? лента бандажная лм-50 широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства