ଭୁବନେଶ୍ୱର : ପ୍ରତ୍ୟକ ବର୍ଷ ବାଲିଯାତ୍ରା ୮ଦିନ ଧରି ହେଉଥିବା ବେଳେ ଚଳିତ ବର୍ଷ ୧୦ଦିନ ଧରି ହୋଇଥିଲା । ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ ବାଲିଯାତ୍ରା ଗତକାଲି ଶେଷ ହୋଇଯାଇଛି । ଏହି ଶେଷ ଦିନରେ ଖଚାଖଚ ଭିଡ଼ ଲାଗିରହିଥିଲା । ଏବଂ ଭିଡ଼ ଯୋଗୁ ଟ୍ରାଫିକ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା । ଖାସ କରି ଓରମାସ୍ ଷ୍ଟଲରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଳା । ସେଠାରେ ପ୍ରତ୍ୟକ ବେପାରୀଙ୍କ ଭଲ ରୋଜଗାର ହୋଇଥିଲା । ଲୋକମାନେ ସେଠାରେ ଦୋଳିଠୁ ଆରମ୍ଭ କରି ଚଟପଟି ଖାଦ୍ୟର ମନ ଭରି ଉପଭୋଗ କରିଛନ୍ତି । ଏଠାରେ କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହରୁ ମଧ୍ୟ ପର୍ଯ୍ୟଟକକମାନେ ଆସିଛନ୍ତି । ସେଥିଲାଗି ସେଠାରେ ପୁଲିସ୍ ପ୍ରଶାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଐତିହାସିକ କଟକ ବାଲିଯାତ୍ରା ଶେଷ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Lawrencedup on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- DamiankeymN on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- mostbet_ylst on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- Kapelnica ot zapoya_zvkl on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- mostbet_nksa on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
