ଭୁବନେଶ୍ୱର : ପ୍ରତ୍ୟକ ବର୍ଷ ବାଲିଯାତ୍ରା ୮ଦିନ ଧରି ହେଉଥିବା ବେଳେ ଚଳିତ ବର୍ଷ ୧୦ଦିନ ଧରି ହୋଇଥିଲା । ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ ବାଲିଯାତ୍ରା ଗତକାଲି ଶେଷ ହୋଇଯାଇଛି । ଏହି ଶେଷ ଦିନରେ ଖଚାଖଚ ଭିଡ଼ ଲାଗିରହିଥିଲା । ଏବଂ ଭିଡ଼ ଯୋଗୁ ଟ୍ରାଫିକ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା । ଖାସ କରି ଓରମାସ୍ ଷ୍ଟଲରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଳା । ସେଠାରେ ପ୍ରତ୍ୟକ ବେପାରୀଙ୍କ ଭଲ ରୋଜଗାର ହୋଇଥିଲା । ଲୋକମାନେ ସେଠାରେ ଦୋଳିଠୁ ଆରମ୍ଭ କରି ଚଟପଟି ଖାଦ୍ୟର ମନ ଭରି ଉପଭୋଗ କରିଛନ୍ତି । ଏଠାରେ କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହରୁ ମଧ୍ୟ ପର୍ଯ୍ୟଟକକମାନେ ଆସିଛନ୍ତି । ସେଥିଲାଗି ସେଠାରେ ପୁଲିସ୍ ପ୍ରଶାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଐତିହାସିକ କଟକ ବାଲିଯାତ୍ରା ଶେଷ !
- Advertisement -
Stay Connected
Comment
- Mariofum on ୧୦୩୮ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- JeremySer on ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
- Narkolog na dom_yuSa on ଆଜିର ରାଶିଫଳ
- Brenttex on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- JackMaf on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !

Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji. Aktualny kod promocyjny za rejestracje 2026 w internetowym polskie kasynie: GRACZWILD (Skopiuj ten kod) – 40 free spins za rejestrację w Wild Fruits od Endorphina.