ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଗ୍ରାମପଞ୍ଚାୟତରକାର୍ଯ୍ୟ ନିର୍ବାହୀ ଅଧିକାରୀ । ତେବେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦହପଡାର ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଉଛନ୍ତି ଈଶ୍ୱର ଚନ୍ଦ୍ର ଦାସ । ହିତାଧିକାରୀ ହେଲେ ମଧୁସୂଦନ ଜେନା । ସୂଚନା ମୁତାବକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ଦାସ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ମଧୁସୂଦନ ଜେନା ଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ । ଏହାପରେ ତାଙ୍କର ଥିବା ମାଣି ସ୍ଥିତ ବାସଭବନରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଚଢାଉ ରଖିଥିବା ଜଣାପଡିଛି । ଏବଂ ତାହାସହିତ ମୁଲ୍ୟବାନ କାଗଜପତ୍ର ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ର ପାସ୍ ବୁକ୍ କୁ ମଧ୍ୟ ଜବତ କରିଛି ।
୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭିଜିଲାନ୍ସ ହାତରେ ଧରା ପଡିଗଲେ : ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ !
- Advertisement -
Stay Connected
Comment
- Benniegep on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- Arontat on ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ କରୋନା ପଜିଟିଭଙ୍କ ଭିତରୁ ୫ ଭଦ୍ରକ ଜିଲାର ଓ ୨ ବାଲେଶ୍ବର ଜିଲ୍ଲାର
- TravisHog on କଟକ-ଭୁବନେଶ୍ବରରେ ଆଜିଠାରୁ ସବୁ ମଲ୍ ବନ୍ଦ
- Petetwirm on ସାଂସଦ-ବିଧାୟକଙ୍କ ଯୁକ୍ତିତର୍କ, ଅଧାରୁ ସ୍ବତନ୍ତ୍ର ବୈଠକ ବନ୍ଦ
- banya pod klyuch 760 on ସେକ୍ସ ରାକେଟ୍ ଠାବ: ୫ଯୁବତୀ ସହ ୩ ଗ୍ରାହକ ଅଟକ

you are actually a just right webmaster. The site loading
speed is incredible. It kind of feels that you are doing any distinctive trick.
Also, The contents are masterpiece. you’ve done a great task on this
topic! xnxx