ଭଦ୍ରକ: ପୁଣି ମହିଳାଙ୍କୁ ତତାଇଲା ସରକାରୀ ମଦ । ଆଜି ଚାନ୍ଦବାଲି ବ୍ଲକ୍ ଚଢଦିଆ ପଂଚାୟତରେ ବେଆଇନ ଚୋରା ମଦକୁ ନେଇ ମେଳି ବାନ୍ଧିଲେ ମହିଳା । ବହୁ ଦିନରୁ ଚୋରା ମଦ କାରବାର ଅଭିଯୋଗରେ ୨ ଜଣ ପୁରୁଷ ଜଣେ ମହିଳାଙ୍କୁ ଅଟକ ରଖିବା ସହ ସେମାନଙ୍କ ଠାରୁ ଚୋରା ମଦକୁ ଜବତ କରିଛନ୍ତି । ଏହାସହ ନିଶା ନିବାରଣ ସଂଗଠନର ମହିଳାମାନେ ମଦ ବ୍ୟବସାୟୀଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି । ଖବରପାଇଁ ସରପଂଚ ଘଟଣାସ୍ଥଳରେ ପହଂଚି ପୋଲିସଙ୍କୁ ଖବର ଦେଇଥିଲେ । ସଂଗଠନ ବହୁ ଦିନ ହେବ ନିଶା ନିବାରଣ ଅଭିଯାନ କରି ସଚେତନ କରୁଥିଲେ ମଧ୍ୟ ଚୋରା ମଦ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିଲା । ଏପରିକି ଜିଲ୍ଲା ପ୍ରଶାସନ ଓ ପୋଲିସଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ୍ୟ ଥିଲା । ମହ÷ିଳାମାନେ ଉପାୟ ଶୂନ୍ୟ ହୋଇ ଏପରି କାର୍ଯ୍ୟ କରିଥିବା କହିଛନ୍ତି । ଯଦି ପ୍ରଶାସନ ଏପରି ଚୋରା ମଦକୁ ବନ୍ଦ କରିବା ସହ ଅସାଂଧୁ ଲୋକଙ୍କୁ ଗିରଫ ନକରେ ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ଚେତାବନୀ ଦେଇଛନ୍ତି ।
ଚାନ୍ଦବାଲି ଚଢଦିଆ ପଂଚାୟତରେ ମହିଳାଙ୍କୁ ତତାଇଲା ସରକାରୀ ମଦ; ବ୍ୟବସାୟୀକୁ ଗଛରେ ବାନ୍ଧି ପିଟିଲେ !
- Advertisement -
Stay Connected
Comment
- JustinJeoro on ଫସିଲେ ୧୭ ଓଡିଆ ଶ୍ରମିକ : ମସ୍କଟ ଓମାନରେ
- Carlosadoke on ମହାରାଷ୍ଟ୍ରରେ ଠାକ୍ରେ ରାଜ୍
- Dennistit on ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
- Jamesstese on ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିନ୍ଦ୍ରା !
- Billylax on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !

W naszym asortymencie znajdziesz bogaty wybór gier kasynowych od 63 czołowych deweloperów oprogramowania, w tym takich gigantów jak Evolution Gaming, Play’n GO, Pragmatic Play, EGT, BGaming, Bragg oraz Endorphina. Przygotowaliśmy również rozbudowany, pięciostopniowy program lojalnościowy, w którym drogę na szczyt zaczynasz jako nowicjusz, aby docelowo osiągnąć prestiżowy poziom platynowy. Jeśli szukasz autentycznych wrażeń, zajrzyj do naszego kasyna na żywo, gdzie czekają na Ciebie wykwalifikowani krupierzy. Ponadto regularnie hostujemy ekscytujące turnieje, takie jak Daily Drop & Wins, kuszące potężnymi pulami nagród. To wszystko sprawia, że polska wersja Vavada cieszy się opinią licencjonowanego i niezwykle bezpiecznego miejsca do gry w RP, a sam system logowania jest maksymalnie intuicyjny i dopasowany do potrzeb użytkowników.