ବ୍ରହ୍ମପୁର: ବ୍ରହ୍ମପୁର ତପ୍ତପାଣି ଘାଟିରେ ଓଲଟିଲା ପିକ୍ନିକ୍ ବସ୍ । ଭାରସାମ୍ୟ ହରାଇ ବସ ଓଲଟି ପଡିଥିବା ବେଳେ ୨୫ ଜଣରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଆହତ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକନିକରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣା ପ୍ରରେ ଡ୍ରାଇଭର ଫେରାର ହୋଇଯାଇଛି । ଗତକାଲି ରେଭେନ୍ସାର ଏମସିଏ ଛାତ୍ରଛାତ୍ରୀ ପିକନିକ କରିବାକୁ ଯାଇଥିଲେ । ପିକନିକ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା ବସ । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ରେଭେନ୍ସା ବିଶ୍ୱବିଦ୍ୟାଳୟର ପିକ୍ନିକ୍ ବସ୍ ଓଲଟି ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ErnestLab on ମୋ ସରକାର ଅଧୀନକୁ ଆସିବ କୃଷି ବିଭାଗ
- WilliamHab on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- CalebfaF on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- hkg99 link alternatif on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- aviator_bgKi on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
