ପୁରୀ : ଶ୍ରୀମନ୍ଦୀର ପ୍ରୟଶାସନ ପକ୍ଷରୁ ୯ଜଣ ଦଇତାପତିଙ୍କୁ ଜାରି କରାଯାଇଛି କାରଣ ଦର୍ଶାଆ ନେଟିସ୍ । ଆସନ୍ତା ୧୫ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ସେମାନଙ୍କୁ ନିଦ୍ଦେଶ ଦିଆଯାଇଛି । ଯଦି ଏହାର ସନ୍ତୋଷଜନକ ଉତ୍ତର ନ ମିଳେ ଶ୍ରୀମନ୍ଦିର ଆଇନ ଧାରା ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚିଠିରେ ପ୍ରଶାସନ ସିଧାସଳଖ ଜଣାଇଦେଇଛି । ସୂଚନା ଅନୁଯାଇ ଘଟ ପରିବର୍ତନ ସମୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଏହି ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନେଟିସ୍ ଜାରୀ କରାଯାଇଥିଲା । ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ସେମାନଙ୍କୁ ପୁଣି ଥରେ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି। ଯଦି ଏଥର ସନୋଷ ଜନକ ଉତ୍ତର ନମିଳେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Herbertfak on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 18 on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 987 on କୋଇଲା ଖଣିରେ ଅଭାବନୀୟ ଘଟଣା
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
