ଗଞ୍ଜାମ: ଆସିକା ଛତ୍ରପୁର ଅଂଚଳରେ ଚାଂଚଲ୍ୟ । ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ଆସିଛି । ମୃତ ଯୁବକ ବିନାୟକ ବେହେରା ସେ ଆସିକାର ମୁଣ୍ଡମରାଇ ସ୍ଥିତ ଅନ୍ଧ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ଆଜି ତାଙ୍କ ମୃତ ଦେହ ମୁଣ୍ଡରାଇ କଲେଜ ନିକଟ ପାହାଡ଼ ନିକଟରେ ପଡ଼ିଥିବାର ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ପୋଷ୍ଟମଂଟମ ପାଇଁ ପଠାଇଛି । ପୋଲିସ ଏହି ହତ୍ୟାକାଣ୍ଡକୁ ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତ ଯୁବକ ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏପରିକି ଗତକାଲି ରାତିରେ ଯୁବକ ଜଣଙ୍କ ଝିଅ ଘରକୁ ଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ପୋଲିସ ଝିଅର ପରିବାର ଲୋକଙ୍କୁ ପଚରାଉଚରା କରୁଛି ।
ଆସିକା ଛତ୍ରପୁର ଅଂଚଳରେ ଚାଂଚଲ୍ୟ; ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !
- Advertisement -
Stay Connected
Comment
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
- RandallfuH on କେମିତି କଟିବ ୨୦୧୯
- RandallfuH on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ip камера ик http://ip-kamery-kaliningrad.ru
лента хомут стальная лента бандажная стальная