ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ପିଠା ଯୋଜାନର ସମୀକ୍ଷା କରିଛନ୍ତି । ତେବେ ଏହି ସମୀକ୍ଷାରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ସାମିଲି ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା ଜରିଥିବା ଜଣାପଡିଛି । ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଏହି ଯୋଜନା ଡିସେମ୍ବର ୧୫ ତାରିଖରୁ କାର୍ୟ୍ୟକାରୀ ହେବ । ତେବେ ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ମାସିକ ଭତ୍ତା ପାଉଥିଲେ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପିଠା ଯୋଜନା ସ୍କିମଟି ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ କାର୍ୟ୍ୟ କରୁଛି । ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ପିଠା ଯୋଜନାରେ ପ୍ରତି ମାସରେ ଏକ କ୍ୟାମ୍ପ ଆୟୋଜନ କରାଯିବ । ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହି କ୍ୟାମ୍ପ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବ । ଖାସକରି ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା ବାବଦରେ ଆଲୋଚନା କରାଯିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚାଇ ଦିଆଯିବ ।
ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
13 Comments
13 Comments

как узнать ip камеры http://ip-kamery-kaliningrad.ru
уличная ip камера видеонаблюдения http://ip-kamery-kaliningrad.ru
лента хомут стальная стальная лента
Полная статья здесь: https://buy-similarwebtraffic.com
шкаф на заказ шкафы на заказ
смотреть лучшие сериалы смотреть сверхъестественное все сезоны
стоматология новослободская номер стоматологии
Онлайн слот древнегреческих богов gates of olympus играть на деньги слот с динамичным геймплеем и мифологической атмосферой. Множители, бонусные функции и высокая волатильность делают игру интересной и потенциально прибыльной
Хочешь испытать азарт? покерок скачать онлайн-покер с турнирами, кэш-столами и бонусами для игроков. Удобный интерфейс, мобильное приложение и регулярные покерные серии. Играйте в холдем, омаху и участвуйте в крупных турнирах.
Любишь азарт? бонус при регистрации в казино подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Продажа и установка камеры видеонаблюдения калининград. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная установка камер видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.