ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାଇ ଗୋପାଳପୁର ପଞ୍ଚାୟତ ଯାଇକାସ୍ତା ଗ୍ରାମର କ୍ଷେତ୍ର ମୋହନ ଦଳେଇଙ୍କ ପୁତ୍ର ଉପେନ୍ଦ୍ର ଗୋଟିଏ ମଟର ସାିକେଲ କିଣି ଦେବା କହି, ତାଳ କୁରାୁଣିଆ ଗ୍ରାମର ର୍ପଶୁରାମ ବେହେରାଙ୍କ ସ୍ତ୍ରୀ ସୁକାନ୍ତି ବେହେରାଙ୍କ ଠାରୁ ୩୦ହଜାର ଟଙ୍କା ନେଇଥିଲେ । କିନ୍ତୁ ଗାଡ଼ି ଦେବାତ ଦୂରର କଥା ଉପେନ୍ଦ୍ର ସୁକାନ୍ତିଙ୍କୁ ଦିର୍ଘଦିନ ଧରିଟଭ୍କା ଫେରାଉ ନଥିଲେ । କିନ୍ତୁ ଆଜି ଅପରାହ୍ନରେ ହଠାତ୍ ସୁକାନ୍ତି ପରଶୁରାଙ୍କୁ ଦେଖି ଦେବାରୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଗୋଡାଇ ଗୋଡାଇ ବିଧା ଚାପୁଡା ମାରିଥିଲେ । ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଥିଲେ ମଧ୍ୟ କେହି ତାଙ୍କୁ ଅଟକାଇ ନଥିଲେ । ତେବେ ଏହି ଗଟଣାର ଖବର ସ୍ଥାନୀୟ ପୁଲିସ୍ ଖବରା ପାଇ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
