କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେ ବଢିଗଲା ମଣ୍ଡି ମୁଣ୍ଡ ବ୍ୟଥା । ଜିଲ୍ଲା ପ୍ରଶାସନ ମଣ୍ଡି ଖୋଲିବାର ୫ ଦିନ ହୋଇଯାଇଥିଲେ ମଧ୍ୟ ଊଠୁନି ଧାନ । ଶୀତ କାକରରେ ସଢୁଛି ଚାଷୀ । ମିଲର କିଣୁନାହିଁ ,ପ୍ରଶାସନକୁ ଗୁହାରୀ କଲେ ଶୁଣୁନାହିଁ । ଶେଷରେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଲା ଚାଷୀ । ଯାହାଫଳରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ସୂଚନା ଅନୁଯାୟୀ, ଗତ ସୋମବାର ଦିନ ବିଦ୍ଧିବଦ୍ଧ ଭାବେ କର୍ଲାମୁଣ୍ଡା ବ୍ଳକର କର୍ଲାମୁଣ୍ଡା , ରିଷିଡା ଓ ଯୋରାଡବ୍ରା ଠାରେ ମଣ୍ଡି ଖୋଲିଥିଲା । ତେବେ ମଣ୍ଡି ଖୋଲିବା ପରେ ୨୫ ଜଣ ଚାଷୀ ୧୦୦୦ କୁଇଣ୍ଟାଲ ଧାନ ଗଦା କରି ରଖିଲେ । ହେଲେ ଏଠାରୁ ଧାନ ଉଠାଇବାକୁ ଥିବା ମିଲର୍ସମାନେ ଆସି ଏଫଏକ୍ୟୁ ଧାନ ନେବା ଆଳରେ କୁଇଣ୍ଟାଲ ପିଛା ୮ କେଜି ଧାନ କଟିନି ଛଟିନି କହି ଅଡି ବସିଲେ । ଅନ୍ୟପଟେ ଚାଷୀମାନେ ୮ କେଜି କଟିନି ଛଟିନିରେ ଧାନ ଦେବାକୁ ଅମଙ୍ଗ ହେଲେ, ଯାହାଫଳରେ ମଣ୍ଡିରୁ ଉଠି ପାରୁନି ଧାନ । ଯାହାକୁ ନେଇ ମନ୍ତ୍ରୀ, ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରୀ ଶୁଣି ନାହାନ୍ତି । ଯାହା ଦ୍ୱାରା ଚାଷୀ ମାନେ ହାଡ଼ଭଙ୍ଗା ଶୀତରେ ପଡ଼ି ରହିଛି । ଯାହାକୁ ନେଇ ଚାଷୀ ଆଜି ଅସନ୍ତୋଷକୁ ଆନ୍ଦୋଳନର ରୂପ ଦେଇ ରାଜରାସ୍ତାକୁ ଘେରିଛି । ଯାତାୟତ ସମ୍ପର୍ଣ୍ଣ ଠପ୍ କରିଦେବା ସହ ଜନଜୀବନକୁ ଅସ୍ତବ୍ୟସ୍ଥ କରିଛି । ଯାହା ପ୍ରଶାସନକୁ ଶୋଇବା ନିଦର ଉଠାଇ ଦେବାକୁ ପ୍ରୟାସ କରିଛି । ଅନ୍ୟପଟେ ପ୍ରଶାସନର ଏପରି ନିବବତାକୁ ନେଇ ସାଧାରଣ ଜନତା ପ୍ରଶ୍ନ କରିଛି । ସରକାରଙ୍କ ଏହି ନିରବତା ଜିଳ୍ଲା ପ୍ରଶାସନ ଓ ମିଲର ମାଲିକ ମାନଙ୍କ ମଧ୍ୟରେ ଅଂସାଧୁ ମେଂଟ ବାନ୍ଧିଥିବା ସାଧାରଣରେ ଆଲୋଚନା ହେଉଛି ।
ବଢିଗଲା ମଣ୍ଡି ମୁଣ୍ଡ ବ୍ୟଥା; ୫ ଦିନ ହେବ ମଣ୍ଡିରୁ ଉଠୁନି ଧାନ,ମିଲର କିଣୁନାହିଁ ,ପ୍ରଶାସନକୁ ଗୁହାରୀ କଲେ ଶୁଣୁନାହିଁ !
- Advertisement -
Stay Connected
Comment
- webpage on ଆଜି ଭାଲେନ୍ଟାଇନ୍ ଡେ ପ୍ରେମ ପାଇଁ ଦିନ ଟିଏ ……
- ErnestAbuck on ଆଜି ପବିତ୍ର ଅଶୋକାଷ୍ଟମୀ : ଗଡିବନି ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥ
- Bruno on ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ
- ErnestAbuck on ଅଣୟାତ ହେଲାଣି ପରକ୍ରିୟା ପ୍ରୀତି; ପୁଣି ଭଦ୍ରକ ତିହିଡ଼ି କାଁପଡ଼ାବିନ୍ଧାରେ ପରକ୍ରିୟା ପ୍ରୀତିରୁ ହତ୍ୟାକାଣ୍ଡ !
- ErnestAbuck on ବିନା ପାସ୍ରେ ବାହାରକୁ ବାହାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ

Drunk girl gets nakedFree bollywood sex filmWebtv sex gratuitNorwich ct adult edGay trademarks on 14 streeBbep
cat doll pussySigns of stress for teensFree teeny masturbation vidaEmma watson bikini
photos xnxx New jersey sex offenders laweyersLegs + teens
+ jeans + stripUncircumsized penis arousalFf garnet nudeNaked
characterGay men arabCleveland homes adult https://turbo.xxxfast.com/ Discrimination essential guide sex smarts survival woman workMy first cumm swallowing porn hubTip amateur asianHermoine grainger sex
storiesFunctions of the vaginaHsu chi porn filmographyExcalibur vibratorMaking my clit hard pornhubBlood sugar sex magik shirtDiaper fetish lady picture xnxx Nude brooke shields/ blue lagoonFeels
to fuck on cocaine lyricsSemen condomRouge the bat breast expansionHustler cattleMother sex galleriesMexico big boobDanielle new jersey housewives sex tapeLatex liquid rubber4339 butterick vintage patternTitty fucking 4 packLazy town porn picsFree underwater sexTeen girls swimming nude
picturesJane baker torrents pornBusty consolerFree asian amature
nude porn pics thumbsNude photos of marion melianNaked girlfriends tied up
freeInflammatory breast cancer and discharge