ଭୁବନେଶ୍ୱର : ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି କୃଷକ ସଂଗଠନ । ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ ଚାଷୀ । କିନ୍ତୁ ଭୁବନେଶ୍ୱରରେ ପହଂଚିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ଶହ ଶହ ଚାଷୀଙ୍କୁ ଅଟକାଇ ପୋଲିସ୍ ନେଇଛି ଉଠାଇ। ସୂଚନା ଅନୁଯାଇ, ଚାଷୀ ସମାବେଶ ପାଇଁ ଓଡିଶାର କୋଣ-ଅନୁକୋଣରୁ ଚାଷୀ ଭୁବନେଶ୍ୱରକୁ ଆସୁଥିଲେ । ତେବେ ଭୁବନେଶ୍ୱରକୁ ପ୍ରବେଶ କରିବା ପୂର୍ବରୁ ବିଭିନ୍ନ ଜାଗାରୁ ରସୁଲଗଡ, ବରମୁଣ୍ଡା ବସ ଷ୍ଟାଣ୍ଡ, ବମିଖାଲ, ରେଲୱେ ଷ୍ଟେସନରୁ ପୁଲିସ ସଂଗଠନକର୍ମୀଙ୍କୁ ଗିରଫ କରିନେଇଛି । ତେବେ ଯେଉଁମାନେ ଭୁବନେଶ୍ୱର ଆସିବାରେ ସପଳ ହୋିଥିଲେ ସେମାନଙ୍କୁ ବି ପୋଲିସ୍ ବିକ୍ଷୋପ ସମୟରେ ଗିରଫ କରିଥିଲେ ।
ହକ ପାଇଁ ହଜାର ହଜାର ଚାଷି ଲୋୟର ପିଏମଜିରେ!
- Advertisement -
Stay Connected
Comment
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 987 on କୋଇଲା ଖଣିରେ ଅଭାବନୀୟ ଘଟଣା
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.