ଝାରସୁଗୁଡ଼ା: ସତରେ ମୃତ୍ୟୁ ବି ଏମିତି ଆସିପାରେ । କେତେବେଳେ କଣ ହୁଏ କାହା ସାଥିରେ କିଛି କୁ ହୁଏନା । କଥାରେ ଅଛି ମଣିଷ ଜୀବନ ଏକ ପାଣି ଫୁଟୁକା ଭଳି । ସେମିତି ଅଚାନକ ଜଣେ ଜଣଙ୍କ ବ୍ୟକ୍ତିଙ୍କ ଘଟଣା ଘଟିଛି । ଜଣେ ବିଦ୍ୟୁତ କର୍ମଚାରୀ ଟ୍ରାନ୍ସଫର୍ମ ସହ ଜଳି ଯାଇଛନ୍ତି । ଏଭଳି ଦୁଖଦଃ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ । ମୃତକ ଜଣଙ୍କ ହେଲେ କାହ୍ନୁ ଚରଣ ସାହୁ। ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ। ସୁଚନା ଅନୁଯାୟୀ , କାହ୍ନୁ ଟ୍ରାନ୍ସଫର୍ମର ଫ୍ୟୁଜ୍ ବାନ୍ଧିବା ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଫଳରେ ସେ ଟ୍ରାନ୍ସଫର୍ମର ସହ ଜଳି ଯାଇଥିଲେ।
ଟ୍ରାନ୍ସଫର୍ମର ଫ୍ୟୁଜ ବାନ୍ଧୁଥିଲେ, ବିଦ୍ୟୂତ କର୍ମଚାରୀ ଜଳିଗଲେ !
- Advertisement -
Stay Connected
Comment
- RandallfuH on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- BrianGep on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- BrianGep on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- BrianGep on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- BrianGep on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.