ବାରିପଦା: ବୈଶିଙ୍ଗା ମହାତ୍ମା ଗାନ୍ଧୀ ଡ଼ିଗ୍ରୀ କଲେଜରେ ଅବ୍ୟବସ୍ଥାରେ ବିରୋଧରେ ତାତିଲେ ଛାତ୍ରଛାତ୍ରୀ । ବିଭିନ୍ନ ଶିକ୍ଷା ସମସ୍ୟା ବିରୋଧରେ ୪ ଦିନ ଧରି କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଧରଣାରେ ବସିଛନ୍ତି । ବିଶେଷକରି କଲେଜ ଅଧ୍ୟକ୍ଷଙ୍କ ହାତରେ ଆର୍ଥକ କ୍ଷମତା ନଥିବାରୁ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀମାନେ କଲେଜରୁ ସିଏଲସି ଓ ଫର୍ମ ପୂରଣ କରିବାରେ ବହୁବାଧା ବିଘ୍ନ ସୃଷ୍ଟି ହେଉଥିବା ଅଭିଯୋଗ ଆସିଛି । କଲେଜରେ କିପରି ଉନ୍ନତି ହେବ ପ୍ରଶାସନ ନିକଟରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାସ ମାସ ଧରି ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ୪ ଦିନ ଧରି ଧାରଣାରେ ବସିଛନ୍ତି । ଯଦି ପ୍ରଶାସନ ତୁରନ୍ତ ହକ୍ ଦାବିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ଚେତାବନୀ ଦେଇଛନ୍ତି ।
ବୈଶିଙ୍ଗା ମହାତ୍ମା ଗାନ୍ଧୀ ଡ଼ିଗ୍ରୀ କଲେଜରେ ଅବ୍ୟବସ୍ଥା ବିରେଧରେ ତାତିଲେ ଛାତ୍ରଛାତ୍ରୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Stewartbot on ୪୦ ଡିଗ୍ରି ଉପରେ ୯ ସହର
- KalenBiano on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- Rodrigowhent on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- mostbet_hsot on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- Kapelnica ot zapoya_fnMr on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
