ଭୁବନେଶ୍ୱର: ସତ୍ୟ ହେଲା ମିଛୁଆ ମିଟୁ କାହାଣୀ । ବିଜେପି ପଞ୍ଜରୀରେ ମିଛୁଆ ମିଟୁ ଶାରୀର ବାଣୀ ସତ୍ୟ ହେଲା । ବିଜେଡିର ଷ୍ଟାଇଲିସ୍ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇର ଅଚାନକ ଡାକରା ମିଛୁଆ ମିଟୁ କଥା ପରି ଲାଗୁଛି । କିଛି ମାସ ହେବ ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ କୋମାରେ ଥିବା ବେଳେ ଗତକାଲି ହଠାତ ରାଜ୍ୟର ଚିଟଫଣ୍ଡ ଲୁଟେରାଙ୍କ କଥା ମନେ ପକାଇ ବାଉଳି ହୋଇଛି । ଅନ୍ୟପଟେ ବିଜେଡିର ଏହି ବିଧାୟକଙ୍କୁ କାହିଁକି ସିବିଆଇ ଟାର୍ଗେଟ କରୁଛି । ଗତ ୬ଜାନୁୟାରୀ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୟାଗଡ଼ ସଭାରେ କର୍ମୀମାନଙ୍କୁ ଉଦବୋଧନ ଦେବା ସମୟରେ ବିଧାୟକ ଅରୁଣ ସାହୁଙ୍କୁ ଚିଟଫଣ୍ଡ ଲୁଟେରା କହି ଟାର୍ଗେଟ କରିଥିଲେ । ଏହା କହିବାର କିଛି ଦିନ ମଧ୍ୟରେ ସିବିଆଇ ଗତକାଲି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ କରିଛି । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । କିପରି ଜାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ଆରୁଣଙ୍କୁ ନୋଟିସ କରିବ ? ଏହାକୁ ନେଇ ବିଜେପି ପଞ୍ଜୁରୀରେ ମିଛୁଆ ମିଟୁ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଯୁବ ବିଧାୟକ ଅରୁଣ ସାହୁ କାଳେ ରାଜନୀତି ମଇଦାନରେ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କୁ ହରାଇଥିବା ଦେଖିବାକୁ ମିଳିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ସିବିଆକୁ ନେଇ ପୁରୁଣା ରାଗର ପ୍ରତିଶୋଧ ନେଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ଅରୁଣଙ୍କ ଠାରୁ ହାରିବାର ପ୍ରତିଶୋଧ ନେଇଥିବା ଅଭିଯୋଗ ଆସିଛି । ଏହାସହ ୨୦୦୯ ଯୁଥ ଆଇକନରେ ପ୍ରତିଯୋଗୀତାରେ ମଧ୍ୟ ପୁଣି ଥରେ ମାତ ଖାଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଲଢେଇରେ ଅରୁଣଙ୍କୁ ୨ଲକ୍ଷ ୭୫ ହଜାର ଭୋଟ ମିଳିଥିବା ବେଳେ ମାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଥିବା ଲକ୍ଷେ ୨୫ ହଜାର । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇକୁ ଢାଲକରି ବିଜେଡି ବିଧାୟକଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି । ଯାହାକୁ ନେଇ ରାଜ୍ୟର ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବିଜେପି ପଞ୍ଜୁରୀରେ ମିଛୁଆ ମିଟୁ ସିବିଆଇ; କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟା ସତ୍ୟ ହେଲା !
- Advertisement -
Stay Connected
Comment
- MichaelJah on ଆଜିର ରାଶିଫଳ
- CharlesDrold on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- CharlesDrold on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- CharlesDrold on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- CharlesDrold on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.