ବାଲେଶ୍ୱର: ନୀଳଗିରି ଥାନା କାଂଶ ଗାଁରେ ଶୋକର ଛାୟା । ବାରମ୍ବାର ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍କୁ ଫେନ୍ କଲା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ । ଶେଷରେ ପ୍ରସବ ବେଦନା ସହିନପାରି ଜୀବନ ହାରିଲେ ଗର୍ଭବର୍ତ୍ତି । ଗତକାଲି ଗାଁର ସଂଞ୍ଜୟ ନାୟକଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ୧୦୨ ପରେ ୧୦୮ ଫୋନ୍ କଲାପରେ ମଧ୍ୟ ଆସିନଥିଲା । ଏହି ସମୟରେ ପ୍ରସବ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ମହିଳାଙ୍କୁ ମେଡ଼ିକାଲକୁ ନେବା ପାଇଁ ବହୁ ବିଳମ୍ବ ହୋଇଥିଲା । ପ୍ରାୟ ରାତି ୨ଟା ସମୟରେ ଆମ୍ବୁଲାନ୍ସ ଆସିଲା ବେଳକୁ ଗର୍ଭବର୍ତ୍ତିଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ମେଡ଼ିକାଲଙ୍କୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ନୀଳଗିରି ହସ୍ପିଟାଲରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଏପରି ଦୁଃଖଦାୟକ ଘଟଣାକୁ ନେଇ ସାରା ଅଂଚଳରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ ସରକାରଙ୍କ ଏହି ଯୋଜନାକୁ ବୁଦ୍ଧିଜୀବୀ ଲୋକ ତିବ୍ର ସମାଲେଚନା କରିଛନ୍ତି ।
ମାରିଦେଲା ଯୋଜନା; ଆସିଲାନି ଜନନୀ ଏକ୍ସପ୍ରେସ, ଜୀବନ ହାରିଲେ ଗର୍ଭବତୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Alfonsogor on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- WilliamBox on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Donaldvob on ଗଞ୍ଜାମ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆଜି : ବିଜେଡିରୁ କିଏ ହେବେ ନବୀନଙ୍କ ହାତରେ ନିଷ୍ପତ୍ତି
- ErrolNuark on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Brenttex on ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ସୂଚନା
