ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୪୮ ଘଣ୍ଟା ନପୁରୁଣୁରୁ ପୁଣି ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାଇ ଜାମ୍ମୁକାଶ୍ମୀର ରାଜୌରୀଠାରେ ନୌଶେରୀରେ ଆକ୍ରମଣ କରିଛନ୍ତି । ଏହି ଆତଙ୍କୀ ହାମଲାରେ ଭାରତୀୟ ସେନାର ଜଣେ ମେଜର ସହିଦ ହେବାସହ ଦୁଇଜଣ ଯବାନ ଆହତ ହୋଇଛନ୍ତି । ଏହି ବିଷ୍ପୋରଣଟି ଏଲଓସି ଠାରୁ ୧.୫ କିଳୋମିଟର ଦୂରରେ ହୋଇଛି । ତେବେ ଏହି ଘଟଣାପରେ ଏବେ ସର୍ଚ୍ଚ ଅପେରେସନ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ।
ପୁଣି ପାକିସ୍ତାନର ବର୍ବରକାଣ୍ଡ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
