ଝାରସୁଗୁଡ଼ା : ଦିନକୁ ଦିନ ବଢିବାରେ ଲାଗଛି ସଡକ ଦୁର୍ଘଟଣା । ସରକାରଙ୍କ ଏତେ କଟକଣା କରାଯାଉଥିଲେ ମଧ୍ୟ ଗାଡି ଚାଳକଙ୍କ ବେପାରୁଆ ମନବୁର୍ତ୍ତି ଯୋଗୁଁ ଅକାରଣରେ ଚାଲି ଯାଉଛି କେତେ ନୀରୀହ ଜୀବନ । ତେବେ ପୁଣି ଏକ ଦୁର୍ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା କଣ୍ଟାପାଲି ନିକଟ ଜାତୀୟ ରାଜପଥ ୪୯ ରେ । ଟ୍ରକ ଓ ଟ୍ରେଲର ମୁହାଁ ମୁହିଁ ଧକ୍କା ହୋଇଛି । ଫଲରେ ଜଣେ ମୃତ ୨ ଗୁରୁତର । ସୂଚନା ମୁତାବକ, ଟ୍ରକଟି ଝାରସୁଗୁଡା ଶ୍ୟାମ ମେଟାଲିକରୁ ଛତିଶଗଡର ରାୟପୁରକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରେଲ ସହ ଧକ୍କା ହୋଇଥିଲା । ଯାହା ଫଳରେ ଟ୍ରେଲର ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରକ ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେପଟେ ଗୁରୁତର ଦ୍ୱୟକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାହାସହିତ ଟ୍ରକ ଓ ଟ୍ରେଲ ଭାଙ୍ଗି ଚୁରମାର ହୋଇଯାଇଛି ।
ଟ୍ରକ -ଟ୍ରେଲର ମୁହାଁ ମୁହିଁ ଧକ୍କା , ୧ମୃତ ୨ ଗୁରୁତର ।
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_nhPr on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- BK Megapari_hhoa on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- BK Megapari_qioa on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- 1win_cuea on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- WalkerGen on ଆଜିର ରାଶିଫଳ
